• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ିଛନ୍ତି : ବୈଜୟନ୍ତ
ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ିଛନ୍ତି : ବୈଜୟନ୍ତ

ଢେଙ୍କାନାଳ: ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦିକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଢେଙ୍କାନାଳ ଗଁଦିଆ ଜନ ସମାବେଶରେ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନର ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ି ରହିଛି। ବ୍ଲକ, ତହସିଲରେ ମଧ୍ୟ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି। କେବଳ ଦୁର୍ନୀତି ନୁହେଁ, ଗୁଣ୍ଡାଗର୍ଦ୍ଦି ମଧ୍ୟ ରାଜ୍ୟରେ ବହୁତ ପରିମାଣରେ ବଢ଼ିଥିବା ବୈଜୟନ୍ତ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ମୋ ଆଦର୍ଶ […]

  • Saturday, 03 July 2021
ଜେଲ୍‌ରେ ହତ୍ୟାକାଣ୍ଡ
ଜେଲ୍‌ରେ ହତ୍ୟାକାଣ୍ଡ

ବାଲେଶ୍ୱର : ଆଜୀବନ ସଜା କାଟୁଥିବା କଏଦୀର ଆକ୍ରମଣରେ ବିଚାରାଧୀନ ଥିବା କଏଦୀର ମୃତ୍ୟୁ ହୋଇଛି। ବାଲେଶ୍ୱର ଜେଲ୍‌ରେ ଏହି ହତ୍ୟାକାଣ୍ଡ ହୋଇଛି ମୃତକ ହେଲେ ବିଚାରାଧୀନ କଏଦୀ ରାମଚନ୍ଦ୍ର ଦାସ। ୪ ଦିନ ତଳେ ସେ ବାଲେଶ୍ୱର ଜେଲ୍‌ରୁ ଆସିଥିଲେ। ରାମଚନ୍ଦ୍ରଙ୍କୁ ବାଲେଶ୍ୱର ଜେଲ୍‌ର ଆଜୀବନ କଏଦୀ ଭାବେ ସଜା କାଟୁଥିବା ଶରତ ଗିରି ଆକ୍ରମଣ କରିଥିଲେ। କୌଣସି ଏକ କାରଣରୁ ରାମଚନ୍ଦ୍ରଙ୍କୁ ଶରତ ଆକ୍ରମଣ କରିଥିଲେ। ରାମଚନ୍ଦ୍ରକୁ ସାଙ୍ଗେ ସାଙ୍ଗେ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲା। […]

  • Saturday, 03 July 2021