• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

deep
ରିସେପ୍‌ସନ୍‌ ପାର୍ଟିରେ ଚମକିଲେ ଦୀପିକା-ରଣବୀର

ବେଙ୍ଗାଲୁରୁ: ବିବାହ ପରେ ଦୀପିକା-ରଣବୀରଙ୍କ ରିସେପ୍‌ସନ୍‌ ପାର୍ଟିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ବଲିଉଡ୍‌ର ଏହି ଷ୍ଟାରଙ୍କ ରିସେପ୍‌ସନ୍‌ ପାର୍ଟିର ଲୁକ୍‌ କେମିତି ରହିବ ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।   View this post on Instagram   A post shared by Deepika Padukone (@deepikapadukone) on Nov 21, 2018 at 6:04am PST ଗତକାଲି ରାତିରେ ବେଙ୍ଗାଲୁରୁ ସ୍ଥିତ ‘ଦ ଲୀଲା ପ୍ୟାଲେସ୍‌’ରେ ଏହି ସେଲେବ୍ରିଟି […]

  • Thursday, 15 July 2021
elsa
ପ୍ରଥମେ ଅଭିଯୋଗ ଆଉ ତା’ ପରେ ୟୁ ଟର୍ଣ୍ଣ୍‌ ମାରିଲେ ଅଭିନେତ୍ରୀ

ଭୁବନେଶ୍ୱର: ପ୍ରଥମେ ଅଭିଯୋଗ ଆଉ ତା’ ପରେ ୟୁ ଟର୍ଣ୍ଣ ମାରିଲେ ଅଭିନେତ୍ରୀ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନାଁରେ ଅଭିଯୋଗ ଆଣିଥିବା ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ଘୋଷ ନିଜ ସ୍ୱର ବଦଳାଇଛନ୍ତି। ଏକ ଭୁଲ୍‌ ବୁଝାମଣାରୁ ଦିଲ୍ଲୀପ ପଣ୍ଡା ଏବଂ ତାଙ୍କ ମଧ୍ୟରେ ବିବାଦ ହୋଇଥିଲା ବୋଲି ଅଭିନେତ୍ରୀ ଏଲ୍‌ସା କହିଛନ୍ତି । ଫିଲ୍ମ ଅଡିଓ ରିଲିଜ୍ ଦିନ ଅଭିନେତ୍ରୀ ଏଲ୍‌ସା ଉତ୍‌କ୍ଷିପ୍ତ ହୋଇ ଦିଲ୍ଲୀପଙ୍କ ଉପରେ ପାଟି ତୁଣ୍ଡ କରିଥିଲେ। ଏହି ଘଟଣାକୁ […]

  • Thursday, 15 July 2021
tamil
କରାେନା ପ୍ରଭାବ; ସିନେମା ଛାଡ଼ି ଗ୍ରୋସରୀ ଦୋକାନ ଖୋଲିଲେ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। କରୋନା ଯୋଗୁ ପ୍ରାୟ ୪ମାସରୁ ଅଧିକ ସମୟ ଧରି ଦେଶରେ ଲକଡାଉନ୍ ଜାରି ରହିଛି। ଲକଡାଉନ୍ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଫିଲ୍ମ ବନ୍ଦ ରହିଛି। ଏଭଳି ସ୍ଥିତିରେ ଫିଲ୍ମ ସହ ଜଡ଼ିତ କଳାକାର ଓ ନିର୍ଦ୍ଦେଶକ ପାଇଁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏବେ ଆମେ ଏମିତି ଜଣେ ନିର୍ଦ୍ଦେଶକଙ୍କ କଥା କହିବା, ଯିଏ ନିଜର ଆର୍ଥିକ ସମସ୍ୟା ଦୂର କରିବା […]

  • Thursday, 15 July 2021
ramu
ଅପ୍‌ସରାଙ୍କ ପରେ ରାମୁଙ୍କ ଫିଲ୍ମରେ ଆଉଜଣେ ଓଡ଼ିଆ ଷ୍ଟାର୍

ଭୁବନେଶ୍ୱର: ପ୍ରଖ୍ୟାତ ନିର୍ଦ୍ଦେଶକ ରାମଗୋପାଳ ବର୍ମା ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଆ ଅଭିନେତ୍ରୀ ଅପ୍‌ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ଲିଡ୍ ରୋଲରେ ସୁଯୋଗ ଦେଇଛନ୍ତି। କିନ୍ତୁ ଏହି ଫିଲ୍ମରେ ରାମ ଗୋପାଳ ବର୍ମା ଆଉ ଜଣେ ଓଡ଼ିଆଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି। ଖୋଦ୍ ରାମ ଗୋପାଳ ବର୍ମା ଟ୍ୱିଟ୍ ଏହାର ସୂଚନା ଦେଇଛନ୍ତି। ଏହି ଓଡ଼ିଆ ଯୁବ କଳାକାରଙ୍କ ନାଁ ହେଉଛି ରକି କାଚ୍ଚି। In the two lead actors from THRILLER […]

  • Thursday, 15 July 2021
deepika
ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ରଣବୀର-ଦୀପିକା

ମୁମ୍ବାଇ: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବି-ଟାଉନର ଚର୍ଚ୍ଚିତ ପ୍ରେମୀ ଯୁଗଳ ରଣବୀର ସିଂ ଓ ଦୀପିକା ପାଦୁକୋନ୍। ଏଥିପାଇଁ ଇଟାଲୀର ପ୍ରସିଦ୍ଧ କୋମୋ ହ୍ରଦରେ ଥିବା ଡେଲ୍‌ ବାଲବିଆନେଲୋ ରିସୋର୍ଟ ଚଳଚଞ୍ଚଳ ହୋଇଉଠିଛି। ୨ ଦିନ ଧରି ହେବାକୁ ଥିବା ଏହି ଗ୍ରାଣ୍ଡ ସେଲିବ୍ରେସନ ପାଇଁ ପ୍ରାୟ ୭୫ଟି ରୁମ୍‌ ବୁକ୍‌ ହୋଇଛି। ବାଜିବ ସାହାନାଇ  ବିବାହ ବେଦୀକୁ ଯିବେ ବଲିଉଡ ସେଲିବ୍ରିଟି ଦୀପିକା ଓ ରଣବୀର। ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି। ଏପରିକି […]

  • Thursday, 15 July 2021
deepika1
ଇଟାଲୀରେ ହେବ ଦୀପିକା-ରଣବୀରଙ୍କ ଡେଷ୍ଟିନେସନ୍ ୱେଡିଂ

ମୁମ୍ବାଇ: ଆଉ ମାତ୍ର ଦିନ କେଇଟା ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ୍‌ର ମୋଷ୍ଟ ଷ୍ଟନିଂ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର କପୁର। ଇଟାଲୀର ଏହି ଯୋଡ଼ିଙ୍କ ଡେଷ୍ଟିନେସନ୍ ୱେଡିଂ ହେବ। ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ରଣବୀର ଏବଂ ଦୀପିକା ଇଟାଲୀ ଅଭିମୁଖେ ବାହାରି ସାରିଛନ୍ତି। ୪ ଦିନିଆ ସେଲିବ୍ରେସନ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ୍‌ ଡାଉନ୍। ଆସନ୍ତା ୧୪ ଏବଂ ୧୫ ତାରିଖରେ ଏହି ଗ୍ରାଣ୍ଡ ୱେଡିଙ୍ଗ୍‌ ହେବ। ନିମନ୍ତ୍ରଣ […]

  • Thursday, 15 July 2021
sahana
ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କୁହାଯାଏ ଭଗବାନ ଯଦି କାହାର କିଛି ଅଭାବ କରିଥାନ୍ତି, ତା’ ପାଇଁ ନିଶ୍ଚୟ ଅନ୍ୟ ବାଟ କାଢ଼ିଥାନ୍ତି। ଠିକ୍ ଏମିତି କିଛି ଦେଖିବାକୁ ମିଳିଛି କୁନି ଝିଅ ସାହାନା ନିରେନିଙ୍କ ପକ୍ଷେ। ଜନ୍ମରୁ ସିନା ଭଗବାନ ତାଙ୍କୁ ଆଖି ଦେଇନାହାନ୍ତି, କିନ୍ତୁ ହାତରେ ରହିଛି ଅଦ୍ଭୁତ ଯାଦୁ। ଏତେ କମ୍ ବୟସରେ ସାହାନା ପିଆନୋରେ ଯେଉଁ କଳା ଦେଖାଇଛନ୍ତି, ସେଥିରେ ମନ୍ତ୍ରମୁଗ୍ଧ ହୋଇପଡ଼ିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ୍। Sweet🌺 […]

  • Thursday, 15 July 2021
shahrukh khan
ଆଜି ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍ ଖାନ୍‌ଙ୍କ ଜନ୍ମଦିନ

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହରୁଖ୍‌ଙ୍କ ଆଜି ଜନ୍ମଦିନ। ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ଆଜି ୫୩ ବର୍ଷରେ ପାଦ ଥାପିଛନ୍ତି। ୧୯୬୫ ମସିହା ନଭେମ୍ବର ୨ରେ ଦିଲ୍ଲୀରେ ଶାହରୁଖ୍‌ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ଦିନ ଅବସରରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଆମୀର, ସଲମାନ୍‌, ଅମିତାଭ ସମେତ ଅନେକ ବଲିଉଡ଼ ଅଭିନେତା, ଅଭିନେତ୍ରୀ ଶାହରୁଖ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସବୁ ବର୍ଷ ଭଳି ଚଳିତ ଥର ମଧ୍ୟ ଶାହରୁଖ୍‌ଙ୍କ […]

  • Thursday, 15 July 2021
devi
‘ପ୍ରେମ କୁମାର’କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ନବମ ଫିଲ୍ମ ଫେୟାର ଆୱାର୍ଡ ଆୟୋଜିତ ହୋଇଯାଇଛି। ଏଥର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କମେଡି କିଙ୍ଗ୍‌ ଜନି ଲିଭର। ଚଳିତ ବର୍ଷ ୨୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। ତରଙ୍ଗ ସିନେ ପ୍ରଡକ୍ସନ୍‌ର ଚଳଚ୍ଚିତ୍ର ‘ପ୍ରେମକୁମାର’କୁ ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ମିଳିଛି। ସେହିପରି ବାବୁସାନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା, ଶିବାନୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ପ୍ରେମାନନ୍ଦଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ […]

  • Thursday, 15 July 2021
alia
ପୂରା ହେଲା ଆଲିଆଙ୍କର ବହୁଦିନର ସ୍ୱପ୍ନ

ମୁମ୍ବାଇ: ଚୁଲ୍‌ବୁଲି ଆଲିଆ ଭଟ୍ଟଙ୍କୁ ବଲିଉଡ୍‌ର ଜଣେ ଦକ୍ଷ ଅଭିନେତ୍ରୀ କହିଲେ ଅତ୍ୟୁକ୍ତି ହେବନି। ଏତେ କମ୍‌ ବୟସରେ ବଲିଉଡ୍‌ରେ ସେ ନିଜର ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅନେକ ଫ୍ୟାନ୍‌ ଫଲୋଇଙ୍ଗ୍‌। ଆଉ ଭାବିଲେ ଦେଖି ଆଲିଆଙ୍କର ଯଦି କିଛି ସ୍ୱପ୍ନ ପୂରା ହେବ ତାଙ୍କ ଫ୍ୟାନ୍‌ମାନେ କେତେ ଖୁସି ନ ହେବେ।  ଆମେ ଏମିତି କହିବାର ଅର୍ଥ ହେଉଛି ଆଲିଆଙ୍କର ପିଲାଦିନର ଏକ ସ୍ୱପ୍ନ ପୂରା ହୋଇଛି। ଆଉ ସେ […]

  • Thursday, 15 July 2021
alok
ନାନାଙ୍କ ପରେ ଆଉଜଣେ ଅଭିନେତାଙ୍କ ବିରୋଧରେ ଆସିଲା ଯୌନ ନିର୍ଯାତନା ଅଭିଯୋଗ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ନାନା ପାଟେକର୍‌ଙ୍କ ପରେ ଏବେ ଆଉଜଣେ ଅଭିନେତାଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ତାହା ପୁଣି ବଲିଉଡ୍‌ରେ ସଂସ୍କାରୀ ବ୍ୟକ୍ତି ଭାବେ ଜଣାଶୁଣା ଜଣେ ଅଭିନେତାଙ୍କ ବିରୋଧରେ। ଏହି ଅଭିନେତା ଜଣକ ହେଲେ ବହୁ ପରିଚିତ ‘ଆଲୋକ ନାଥ’। ଆଲୋକଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ଲେଖିକା ତଥା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶିକା ଭିନୀତା ନନ୍ଦା। ଘଟଣାଟି ୨୦ ବର୍ଷ ତଳର ବୋଲି ନନ୍ଦା କହିଛନ୍ତି। ତାଙ୍କ […]

  • Thursday, 15 July 2021
alia
ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଏକାଠି କାମ କରିବେ ଅଜୟ ଓ ଆଲିଆ

ମୁମ୍ବାଇ: ବଲିଉଡ୍‌ ସିଙ୍ଘମ୍‌ ଅଜୟ ଦେବଗନ୍‌ ଓ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ପ୍ରଥମ କରି ପରଦାରେ ଏକାଠି ଦେଖିବାକୁ ମିଳିବ। ଦୁଇ ଲୋକପ୍ରିୟ ତାରକା ଏବେ ‘ବାହୁବଲୀ’ଫେମ୍‌ ନିର୍ଦ୍ଦେଶକ ଏସ ଏସ୍‌ ରାଜାମୌଲିଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଜଣାଯାଇଛି। ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ନିଜେ ନିର୍ଦ୍ଦେଶକ ରାଜା ମୌଲି କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶିତ ପିରିଅଡିକ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ନାୟିକା ଭୂମିକାରେ ନଜର ଆସିବେ ଆଲିଆ ଭଟ୍ଟ। ଅପରପକ୍ଷରେ […]

  • Thursday, 15 July 2021
BeFunky-collage
ଲୋକପ୍ରିୟ ଗାୟିକା ତପୁ ମିଶ୍ର ଗୁରୁତର

ଭୁବନେଶ୍ୱର: ଲୋକପ୍ରିୟ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଣ୍ଟାବାଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଜଣେ ସଂପର୍କୀୟ କହିଛନ୍ତି। କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ତପୁ ମିଶ୍ରଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନଥିବା ବେଳେ […]

  • Thursday, 15 July 2021
sashikala
ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

ମୁମ୍ବାଇ: ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ଶଶୀକଳା ଆଉ ଆମ ଗହଣରେ ନାହାନ୍ତି। ଆଜି ୮୮ ବର୍ଷ ବୟସରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ତାଙ୍କ ଅଭିନୟ ସମୟରେ ବଲିଉଡକୁ ୧୦୦ରୁ ଊର୍ଦ୍ଧ ସିନେମା ଭେଟି ଦେଇଛନ୍ତି। ତେବେ ୧୯୬୨ରେ ମୁକ୍ତିଲାଭ କରିଥିବା “ଆରତୀ”ରେ ତାଙ୍କର ନେଗେଟିଭ୍ ଅଭିନୟ ପାଇଁ ସେ ସବୁଠାରୁ ଅଧିକ ପ୍ରଶଂସା ସାଉଁଟି ଥିଲେ। ଏହି ସିନେମାରେ ତାଙ୍କ ସହିତ ସହ-କଳାକାରଭାବେ ମୀନା କୁମାରୀ, ଅଶୋକ କୁମାର ଏବଂ ପ୍ରଦୀପ […]

  • Thursday, 15 July 2021
Varun Dhawan
ନୂଆ ସିନେମା ପାଇଁ ପ୍ରସ୍ତୁତି: ବରୁଣ କରୁଛନ୍ତି ଆନିମଲ୍ ଫ୍ଲୋ ୱାର୍କଆଉଟ୍

ମୁମ୍ୱାଇ: ଚଳିତ ମାସ ଜାନୁଆରୀ ୨୪ରେ ନତାଶା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ବଲିଉଡର ଚକୋଲେଟ୍ ହୀରୋ ବରୁନ ଧାୱନ୍। ବିବାହର କିଛି ମାସ ପରେ ସେ ପୁନର୍ବାର ଫେରିଆସିଛନ୍ତି ତାଙ୍କ କର୍ମମୟ ଜୀବନକୁ। ଅମର କୌଶିକଙ୍କ ନିର୍ଦ୍ଦେଶନାରେ ହେବାକୁ ଯାଉଥିବା ସିନେମା ପାଇଁ ବରୁନ ଜୋରଦାର ଲାଗିପଡ଼ିଛନ୍ତି। ଏହି ସିନେମାଟି ଅଲୌକିକ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଥିବାରୁ ବରୁନଙ୍କୁ ପତଳା ଓ ଚଳଚଞ୍ଚଳ ହେବାରେ ଅଛି। ଏନେଇ ସେ ଆନିମଲ୍ ଫ୍ଲୋ ଭଳି […]

  • Thursday, 15 July 2021
Kangana-ranawat
ଥଲାଇଭିର ଟ୍ରେଲର୍ ରିଲିଜ୍‌ ପରେ ମଞ୍ଚରେ କାନ୍ଦି ପକାଇଲେ କଙ୍ଗନା

ମୁମ୍ୱାଇ: ରିଲିଜ୍ ହୋଇଛି ହିନ୍ଦୀ ଫିଲ୍ମ ଥଲାଇଭିର ଟ୍ରେଲର୍। ସାହାସୀ ଓ ବଳିଷ୍ଠ ଅବତାରରେ ନଜର ଆସିଛନ୍ତି କଙ୍ଗନା ରାଣାୱତ୍। ପୁଣି ଥରେ ପରଦା ଉପରେ କଙ୍ଗନାଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଦିବଂଗତ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାହାଣୀକୁ ନେଇ ଫିଲ୍ମ ଆଧାରିତ। ଜୟଲଳିତାଙ୍କ ଫିଲ୍ମ, ରାଜନୈତିକ ଓ ବ୍ୟକ୍ତିଗତ ଜୀବନର ବିଭିନ୍ନ ବିବାଦୀୟ ଘଟଣା ସିଲଭର୍ ସ୍କିନ୍‌ରେ ଦେଖିବାକୁ ମିଳିବ। ଫିଲ୍ମରେ ଅରବିନ୍ଦ ସ୍ୱାମୀ ଏମ୍‌ଜିଆର୍‌ଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମ ଏପ୍ରିଲ ୨୩ରେ […]

  • Thursday, 15 July 2021
top
ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଘୋଷଣା କରାଯାଇଛି। ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିଲେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତ୍ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି। ସେହିପରି ମନୋଜ ବାଜପେୟୀ ଓ ଧନୁଷ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି। ଭୋଁସଲେଁ ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀ ଓ ଅସୁରନ୍ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା […]

  • Thursday, 15 July 2021
sabya--ko
ବିବାହ ପୂର୍ବରୁ ମନର କଥା ଖୋଲି କହିଲେ ସବ୍ୟ-ଅର୍ଚ୍ଚିତା

ଭୁବନେଶ୍ୱର: ଅର୍ଚ୍ଚିତା-ସବ୍ୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଇତି ମଧ୍ୟରେ ନିଜର ମନର କଥା ପ୍ରଶସଂକଙ୍କୁ କହିବାକୁ ଭୁଲିନାହାନ୍ତି ଅଭିନେତ୍ରୀ ଅର୍ଚ୍ଚିତା ଓ ସବ୍ୟସାଚୀ। ସେମାନେ ନିଜର ମନ କଥା ଲେଖି ଫେସବୁକ୍‌ ଓ ଟ୍ୱିଟରରେ ସେୟାର କରିଛନ୍ତି। ଏହାସହ ସେମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଅର୍ଚ୍ଚିତା ଓ ସବ୍ୟ ଲେଖିଛନ୍ତି ଯେ, ସୁଖ ଓ ଦୁଃଖର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ […]

  • Thursday, 15 July 2021
riya
ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିବେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ: ବଲିଉଡ୍‌କୁ ପୁଣି ଫେରିବେ ରିୟା। ବଲିଉଡ୍‌ ଦୁନିଆର ଚର୍ଚ୍ଚିତ ନାୟିକା ରିୟା ଚକ୍ରବର୍ତ୍ତୀ ବଲିଉଡ୍‌କୁ କମ୍‌ବ୍ୟାକ୍ କରିବେ। ଏକଥା କହିଛନ୍ତି ଲୋକପ୍ରିୟ ଲେଖକ-ନିର୍ଦ୍ଦେଶକ ରୁମି ଜାଫ୍‌ରେ। ସେ ଗଣମାଧ୍ୟକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ‘ଆସନ୍ତା ବର୍ଷ ଖୁବ୍ ଶୀଘ୍ର ତାଙ୍କ ପ୍ରୋଜେକ୍ଟ ଆରମ୍ଭ କରିବେ। ଏ ନେଇ ମୁଁ ତାଙ୍କୁ ଭେଟିଥିଲି। ସେ ଆଗରୁ ପ୍ରତ୍ୟାହାର କରିନେଇଥିଲେ ଓ ଛାଡ଼ିଦେଇଥିଲେ। ସେ ମୋ ସହିତ ଅଧିକ ଆଲୋଚନା କରିନଥିଲେ। ସେ ଯେଉଁ ବାଟ […]

  • Thursday, 15 July 2021
aditya
ପୁଅର ପ୍ରେମ ସମ୍ପର୍କ ସିକ୍ରେଟ୍ ଖୋଲିଲେ ବାପା

ପୁଅ ଆଦିତ୍ୟର ପ୍ରେମ ସମ୍ପର୍କ ସିକ୍ରେଟ୍ ଖୋଲିଲେ ବାପା। ପ୍ରଖ୍ୟାତ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିକଟରେ ତାଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି। ତାଙ୍କର ବିବାହ ପରେ ଅନେକ ସିକ୍ରେଟ ଲୋକଲୋଚନକୁ ଆସିବାରେ ଲାଗିଛି। ଇତି ମଧ୍ୟରେ ପୁଅର ପ୍ରେମ ସମ୍ପର୍କକୁ ନେଇ ଆଉ ଏକ ସିକ୍ରେଟ୍ କହିଛନ୍ତି ବାପା ଉଦିତ୍। ଆଦିତ୍ୟ-ଶ୍ୱେତାଙ୍କ ସହିତ ୧୦ ବର୍ଷ ଧରି ଲିଭ୍-ଇନ୍-ରିଲେସନସିପ୍‌ରେ ରହିଥିବା ସେ କହିଛନ୍ତି। ଏକ ସାକ୍ଷାତକାର ଅବସରରେ ଉଦିତ […]

  • Thursday, 15 July 2021
Tarang
କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ଅଣ୍ଟା ଶଳଖିବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ

Tarang
କଟକଣା ଭିତରେ ତରଙ୍ଗର ସିରିଏଲ ସୁଟିଂ ଆରମ୍ଭ, କଳାକାର-ଦର୍ଶକ ଆଶ୍ୱସ୍ତ

ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ସାଷ୍ଟମ ହେବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍‌ଲାଇନ୍‌ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ ।

featured
କ୍ରିତିଙ୍କ ହାତରେ ଆଉ ୭ ନୂଆ ଫିଲ୍ମ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ‘ହିରୋପନ୍ତି’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଢ଼େର ସାରା ଭଲ ପାଇବା ଦେଇଥିଲେ । ଏହି ସିନେମାରେ କ୍ରିତି ସାନନ୍‌ଙ୍କ ସହ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ । ଏହି ଚଳଚ୍ଚିତ୍ରରେ ହିଁ ଉଭୟ ଟାଇଗର୍‌ ଓ କ୍ରିତି ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ । ହିରୋନ୍ତିକୁ ଏହା ମଧ୍ୟରେ ୭ ବର୍ଷ ପୁରିଛି। ଏହା ସହିତ କ୍ରିତି ସାନନ୍ ଏବଂ […]

salman
ସଲମାନ୍ ଖାନଙ୍କୁ 'ପୋଷ୍ଟର୍ ବୟ' କହି ବର୍ଷିଲେ ସୋନା ମହାପାତ୍ର

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସୋଶାଲ ମିଡିଆରେ ହଙ୍ଗାମା ଏବେବି ଜାରି ରହିଛି। ସୁଶାନ୍ତଙ୍କ ସମର୍ଥନରେ ଫ୍ୟାନ୍ ଏବଂ ସୋଶାଲ ମିଡିଆ ୟୁଜର୍ସ ସଲମାନ୍ ଖାନ୍, କରଣ ଜୋହର୍, ସୋନମ୍ କାପୁର ଓ ଆଲିଆ ଭଟ୍ଟଙ୍କ ଭଳି ଆକ୍ଟରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ପରେ ସଲମାନ୍ ଖାନ୍ ନିଜ ପ୍ରଶଂସକଙ୍କୁ ସୁଶାନ୍ତଙ୍କ ଫ୍ୟାନଙ୍କୁ ସପୋର୍ଟ କରିବାକୁ ଅପିଲ୍ କରିଥିଲେ। ସଲମାନଙ୍କ ଏହି ଟ୍ୱିଟ୍‌ର ସୋନା ବ୍ୟଙ୍ଗାତ୍ମକ ଶୈଳୀରେ ମଜାକ ଉଡ଼ାଇଛନ୍ତି। ସେ […]

sonu
ଟି-ସିରିଜ୍ କମ୍ପାନୀ ମାଲିକଙ୍କୁ ଖୋଲା ଚେତାବନୀ ଦେଲେ ସୋନୁ ନିଗମ, କହିଲେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ପରେ ବଲିଉଡର ଅନେକ ସତ୍ୟତା ସାମ୍ନାକୁ ଆସିଛି। ତେବେ ଏହି ସତ୍ୟତା ଆଉ ନୁହେଁ, ଖୋଦ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକେ ହିଁ ଆଣିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସହ ବଲିଉଡରେ ‘ନେପୋଟିଜମ୍’ ଏବଂ ଗଡ଼ଫାଦରଙ୍କ ଲବି ବା ସୁପାରିସକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏହା ମଧ୍ୟରେ ପ୍ରଖ୍ୟାତ ଗାୟକ ସୋନୁ ନିଗମ କିଛି ଦିନ ପୂର୍ବେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରୁ ମଧ୍ୟ ଆତ୍ମହତ୍ୟା ଖବର ଆସିବ କହି ସମସ୍ତଙ୍କୁ […]