ଗାଜିଆବାଦ: ୧୪ ମହଲାରୁ ତଳକୁ ଖସି ପଡ଼ିଲା ୪ ବର୍ଷର ଛୁଆ। ଗାଜିଆବାଦ ସିଆନି ଗେଟ୍ ଅଞ୍ଚଳର ପୋଶ୍ ସୋସାଇଟିରେ ଏହି ଦୁଃଖଦ ଘଟଣା ଘଟିଛି। ଫ୍ଲାଟ୍ର ୧୪ ମହଲାରେ ବାପାମା’ଙ୍କ ସହ ରହୁଥିବା ଏହି ଛୁଆଟି ବାଲ୍କୋନିର ତଳକୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।...
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ସୂଚନାଥାଉ କି, ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି ପ୍ରତ୍ୟାହାର...
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି। ୧୫ ଡିଗ୍ରୀ ତଳେ ରହିଛି ୪ ସହରର ତାପମାତ୍ରା। ୧୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଛି। ଅନୁଗୁଳର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ, ଦାରିଙ୍ଗବାଡ଼ି- ୧୪ ଡିଗ୍ରୀ, ଝାରସୁଗୁଡ଼ା- ୧୪.୧ ଡିଗ୍ରୀ,...
ବ୍ରାସିଲିଆ: ପ୍ରେମିକାଙ୍କ ସହ ବ୍ରେକ୍ଅପ୍ ପରେ ଜଣେ ଯୁବକ ନିଜ ସହ ନିଜେ ବିବାହ କରିଛନ୍ତି। କଥାଟା ଯେକେହିବି ଶୁଣିବେ, ତାହା ସମସ୍ତଙ୍କୁ ଅଜବ ଲାଗିବ। ନିଜେ ନିଜକୁ କେମିତି ବିବାହ କରିପାରିବେ ? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ। ବ୍ରାଜିଲ୍ରେ ଏହି...
ଭଦ୍ରକ: ଏନ୍ଏଚ୍-୧୬ ଚରମ୍ପା ନିକଟ ତ୍ରିଶୁଳପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିବାରୁ ୧୧ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ,...
ନବରଙ୍ଗପୁର: ଘଞ୍ଚ ଜଙ୍ଗଲରେ ଯୁବତୀଙ୍କ ତପସ୍ୟା। ଗତ ସପ୍ତାହେ ହେଲାଣି ଏକାକୀ ପାହାଡ଼ ତଳେ ବସି ତପସ୍ୟା କରୁଛନ୍ତି ଏହି ଯୁବତୀ। ନା କାହା ସହ କଥା ହେଉଛନ୍ତି ନା ଖାଦ୍ୟ ଗ୍ରହଣ କରୁଛନ୍ତି। ଆଜି ଭଳି ଦିନରେ ଏସବୁ ଶୁଣି ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି...
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୪୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୮୩୩ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୬୦୧ ରହିଛି। ଆଜି ଖୋର୍ଦ୍ଧା ରୁ ସର୍ବାଧିକ ୧୪୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ...
ଭୁବନେଶ୍ୱର: ଶୀତରେ ଥରୁଛି ସାରା ରାଜ୍ୟ। ଖସୁଛି ପାରଦ, ବଢୁଛି ଥଣ୍ଡା। ଆଜି ୧୫ ଡିଗ୍ରୀ ତଳେ ରାଜ୍ୟର ୧୧ଟି ସହରର ତାପମାତ୍ରା। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୯.୬ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା...
ଯାଜପୁର: ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସାନ ଭଉଣୀର ମୃତ୍ୟୁ ହୋଇ ଥିବାବେଳେ ବଡ଼ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ନେଉଳପୁର ଗାଁର ଶ୍ୱେତା ବେହେରା। ତାଙ୍କ ବଡ଼ ଭଉଣୀ ସଙ୍ଗୀତା...
ନୂଆଦିଲ୍ଲୀ: ସମସ୍ତ ଚାରି ଚକିଆ ଯାନ ପାଇଁ ଆସନ୍ତା ବର୍ଷ ଜାନୁଆରୀ ୧ରୁ FASTag ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପୁରୁଣା ଚାରି ଚକିଆ ଯାନ ପାଇଁ ମଧ୍ୟ ଏହା ବାଧ୍ୟତାମୂଳକ। ଯେପରିକି ୨୦୧୭ ଡିସେମ୍ବର ୧...
ଚଳିତ ବର୍ଷ ନଭେମ୍ବର ୧୪ରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ। ଏହି ପର୍ବକୁ ଦୀପୋତ୍ସବ ମଧ୍ୟ କୁହାଯାଇଥାଏ। ଏହି ଦିନରେ ଘରେ ଦୀପ ଜଳାଯାଇ ଲୋକମାନେ ଏହି ପର୍ବକୁ ପାଳନ କରିଥାନ୍ତି। ହେଲେ ଏମିତି କିଛି ସ୍ଥାନ ଅଛି ଯେଉଁଠି…