• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

movie
ଆଜି ରିଲିଜ୍‌ ହେବ ବଲିଉଡ୍‌ ଫିଲ୍ମ ‘ଲକ୍ଷ୍ମୀ’

ମୁମ୍ବାଇ: ଓଟିଟି ପ୍ଲାଟଫର୍ମ DISNEY PLUS HOTSTARରେ ଆଜି ରିଲିଜ୍‌ ହେବ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ‘ଲକ୍ଷ୍ମୀ’। ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାରଙ୍କୁ ଏଥର ଏକ ଭିନ୍ନ ଚରିତ୍ର ଓ ଲୁକ୍‌ରେ ଦେଖିବାକୁ ମିଳିବ। ଫିଲ୍ମରେ ଅକ୍ଷୟଙ୍କ ସହ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ...

ଘରେ କର୍ପୂରରେ ଆଳତି କଲେ ମିଳେ ଏହିସବୁ ଫାଇଦା

ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଜଳାଇ ଆଳତି କରିଥାଉ। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।...

ହାତରେ କଟର ଧରି ଗଞ୍ଜେଇ ଗଛ ନଷ୍ଟ କଲେ କନ୍ଧମାଳ ଏସ୍‌ପି

ଫୁଲବାଣୀ(ତ୍ରିନାଥ ସାହୁ): ହାତରେ କଟର ଧରି ଗଞ୍ଜେଇ ଗଛ ନଷ୍ଟ କଲେ କନ୍ଧମାଳ ଏସ୍‌ପି। ଗତକାଲି କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଖୋଦ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି। ଗତକାଲି କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୋତିଙ୍ଗିଆ ଗାଁ ଜଙ୍ଗଲରେ ଚଢ଼ଉ...

ncb
ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଗିରଫ ହେଲେ ପ୍ରଡ୍ୟୁସର୍‌ଙ୍କ ପତ୍ନୀ

ମୁମ୍ବାଇ: କିଛି ଦିନରେ ବ୍ୟବଧାନ ପରେ ପୁଣି ଆକ୍ସନ ମୁଡ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB)। ଗତକାଲି ବଲିଉଡ୍‌ ପ୍ରଡ୍ୟୁସର୍‌ (ପ୍ରଯୋଜକ) ଫିରୋଜ ନାଦିଆଦୱାଲାଙ୍କ ପତ୍ନୀଙ୍କୁ ଏନ୍‌ସିବି ଗିରଫ କରିଛି। ରେଡ୍‌ ସମୟରେ ଫିରୋଜଙ୍କ ମୁମ୍ବାଇ ସ୍ଥିତ ଘରୁ ୧୦ ଗ୍ରାମ marijuana ଗଞ୍ଜେଇ ଜବତ କରାଯାଇଛି। NDPS ଆକ୍ଟ ଅଧିନରେ...

ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଚର୍ଚ୍ଚାରେ ଏହି ବିଜେପି ନେତା

ସୁରତ: ଗୁଜରାଟ ବିଜେପି ସଭାପତି ସି ଆର୍‌ ପାଟିଲ ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଏବେ ଚର୍ଚ୍ଚାରେ। ସୁରତରେ ଜୈନ ସମାଜ ପକ୍ଷରୁ ଆୟୋଜିତ “Rajat Tula” କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ଏହି ରୂପା ଦାନ କରିଥିଲେ ସି ଆର୍‌ ପାଟିଲ। ଏଥିପାଇଁ...

online fraud
ମୋବାଇଲ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି ନେଇଗଲେ ୯ ଲକ୍ଷ ଟଙ୍କା

ନାଗପୁର: ପ୍ରଥମେ ପ୍ରଲୋଭନ, ତା’ପରେ ମୋବାଇଲ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି କ୍ଷଣିକ ଭିତରେ ନେଇଗଲେ ୯ ଲକ୍ଷ ଟଙ୍କା। ଏମିତି କିଛି ଅନ୍‌ଲାଇନ୍‌ ଠକାମିର ଶିକାର ହୋଇଛନ୍ତି ନାଗପୁରର ଅଶୋକ ମନ୍‌ୱାଟେ। ଠକ ଜଣକ ଅଶୋକଙ୍କ ନାବାଳକ ପୁଅକୁ ବାପାଙ୍କ ଫୋନ୍‌ରେ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହି...

ନିଆଁରେ ପୋଡ଼ି ହୋଇ ତିନି OSAP ଯବାନ ଗୁରୁତର

ଭଦ୍ରକ: ଡ୍ୟୁଟିରେ ଥିବାବେଳେ OSAPର ୩ଜଣ ଯବାନ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପୁରୁଣା ବଜାର ଥାନାରେ ଡ୍ୟୁଟିରେ ଥିବାବେଳେ ଏହି ୩ ଯବାନ ପୋଡ଼ି ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ୩ ଯବାନଙ୍କୁ ଭଦ୍ରକ ମେଡିକାଲରେ...

crackers
ଆଜି ମଧ୍ୟ ରାତ୍ରରୁ ଏହି ସ୍ଥାନରେ ବାଣ ଫୁଟାଇବା ଓ ବିକ୍ରି ବ୍ୟାନ୍‌

ନୂଆଦିଲ୍ଲୀ: ଆଜି ମଧ୍ୟ ରାତ୍ରରୁ ନଭେମ୍ବର ୩୦ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବା ଓ ବିକ୍ରି ଉପରେ ନ୍ୟାସ୍‌ନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (NGT) ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଲଗାଇଛନ୍ତି। ଦିଲ୍ଲୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ପ୍ରତିବନ୍ଧକ ଲଗାଯାଇଛି। ଯେଉଁ...

ଦ୍ୱିତୀୟ ସ୍ତ୍ରୀର ଗଳା କାଟିଦେଲା ସ୍ୱାମୀ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୁକୁଡ଼ା କଟା କଟୁରୀରେ ଦ୍ୱିତୀୟ ସ୍ତ୍ରୀର ଗଳା କାଟିଦେଲା ମଦ୍ୟପ ସ୍ୱାମୀ। କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉଡ଼ାପଦର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୋଲିସ୍‌ ଅଭିଯୁକ୍ତ ସ୍ୱାମୀ କାର୍ତ୍ତିକ ଟାକ୍ରିଙ୍କୁ ଗିରଫ କରିଛି।...

ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ଘର ରେଡ୍‌ କଲା ଏନ୍‌ସିବି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ମୁମ୍ବାଇ ସ୍ଥିତ ଅନ୍ଧେରୀ ଓ ବାନ୍ଦ୍ରା ବାସଭବନରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଚଢ଼ଉ କରିଛି। ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଏନ୍‌ସିବି ଆଜି ଅର୍ଜୁନଙ୍କ ବାସଭବନରେ ରେଡ୍‌ କରିଥିବା ସୂଚନା ମିଳିଛି।  ଗତକାଲି ଏନ୍‌ସିବି ଅର୍ଜୁନଙ୍କ ଡ୍ରାଇଭରଙ୍କୁ ଉଠାଇ ନେଇଥିଲା। ଏହା...

gold 1
ଦୀପାବଳି ପୂର୍ବରୁ ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ଆଜି କାରବାର ଆରମ୍ଭରୁ Multi Commodity Exchange(MCX)ରେ ୦.୧୬% ବୃଦ୍ଧି ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୨,୨୫୨ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୦.୮% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୫,୮୮୦ ଟଙ୍କାରେ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।