• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

ପାଇପ୍‌ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଉରକେଲା: ପାଇପ୍‌ ମିସ୍ତ୍ରୀଙ୍କ ନାଁରେ ୭୦ କୋଟି ଟଙ୍କାର GST ଠକେଇ ଅଭିଯୋଗ ଆସିଛି। ରାଉରକେଲା ବାସନ୍ତୀ କଲୋନୀ ଅଞ୍ଚଳରେ ରହୁଥିବା ପାଇପ୍ ମିସ୍ତ୍ରି ସମୀର ଜୋଜୋଙ୍କ ନାଁରେ ଏହି ଅଭିଯୋଗ ଆସିଛି। ୭୦ କୋଟି ଟଙ୍କାର GST ଫାଙ୍କିବା ନେଇ ତାଙ୍କୁ ନୋଟିସ କରାଯାଇଛି। ଅନ୍ୟପକ୍ଷେ, GST...

ପୁଅକୁ ଝୁରି ଝୁରି ଜୀବନ ହାରିଦେଲା ମା’ !

ସାଲେପୁର: ପୁଅକୁ ଝୁରି ଝୁରି ଚାଲିଗଲା ମା’। ପୁଅ ଆତ୍ମହତ୍ୟା କରିବାର ୩ ମାସ ମଧ୍ୟରେ ମା’ର ମୃତ୍ୟୁ। ମହିଳା ଜଣକ ଆତ୍ମହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କଲେଜ ରୋଡ୍ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମଅତ...

diwali
ଦୀପାବଳି ପୂର୍ବରୁ ଘରୁ ହଟାନ୍ତୁ ଏହିସବୁ ଜିନିଷ

ବାଣ ଫୁଟାଇ ଆଲୋକର ପର୍ବ ଦୀପାବଳିକୁ ଲୋକମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ହେଲେ କରୋନା ଯୋଗୁ ଚଳିତ ବର୍ଷ ଦୀପାବଳି ଫିକା ପଡ଼ିପାରେ। ପୁରାଣ ଅନୁସାରେ, ଦୀପାବଳି ଦିନ ଭଗବାନ ଶ୍ରୀରାମ ଅଯୋଧ୍ୟା ଫେରିଥିଲେ। ଏହି ଖୁସିରେ ଅଯୋଧ୍ୟାବାସୀ…

earthquake-8
ଭୋରୁ ଭୋରୁ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପହଲଗାମ୍ ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ଭୋର ୪ଟା ୨୯ ମିନିଟ୍‌ ସମୟରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି।  ଏ ନେଇ National Center for Seismology ପକ୍ଷରୁ...

OTV-Award
ଓଟିଭିର ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପୁରସ୍କାର

ଭୁବନେଶ୍ୱର: ଓଟିଭିର ‘ଆପଣ ଏକା ନୁହଁନ୍ତି’ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପୁରସ୍କାର ମିଳିଛି। ‘ଆପଣ ଏକା ନୁହଁନ୍ତି’କୁ ବେଷ୍ଟ ସୋସିଆଲ୍‌ କଣ୍ଟ୍ରିବ୍ୟୁସନ୍‌’ ବର୍ଗରେ ଶ୍ରେଷ୍ଠ କାର୍ଯ୍ୟକ୍ରମର ପୁରସ୍କାର ମିଳିଛି। ଇଣ୍ଡିଆନ୍ ଟେଲିଭିଜନ୍ ଡଟ୍ କମ୍ ସଂସ୍ଥା ପକ୍ଷରୁ ଭର୍ଚୁଆଲ ପ୍ରୋଗ୍ରାମରେ ଏହି ଆୱାର୍ଡ ପ୍ରଦାନ କରାଯାଇଛି। ଦେଶର ଜାତୀୟ ଓ...

baba ka dhaba owner
‘ବାବା କା ଢାବା’ର ମାଲିକଙ୍କ ଅଭିଯୋଗ ଆଧାରରେ ୟୁଟ୍ୟୁବରଙ୍କ ବିରୋଧରେ ପୋଲିସ୍‌ର ଆକ୍ସନ

ନୂଆଦିଲ୍ଲୀ: ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ୍‌ ୟୁଟ୍ୟୁବର ଗୌରବ ବାସନ୍‌ଙ୍କ ବିରୋଧରେ ଶୁକ୍ରବାର ଦିନ ଏକ ମାମଲା ରୁଜୁ କରିଛି। section 420 ଅଧିନରେ ଗୌରବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଲୋକମାନେ କରିଥିବା ସହାୟତା ଟଙ୍କାକୁ ଗୌରବ ଉଠାଇ...

ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍‌ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି। ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା...

୬ ବର୍ଷ ପରେ ଘରକୁ ଫେରିଲେ ନାଚିକା ଲିଙ୍ଗା

ନାରାୟଣପାଟଣା: ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ୬ ବର୍ଷ ପରେ ଘରକୁ ଫେରିଛନ୍ତି। ଜାମିନ୍‌ ପାଇ ଜେଲରୁ ମୁକୁଳିବା ପରେ ଗତ ରାତିରେ ସେ ନିଜ ଗାଁ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଭାଲିଆପୁଟକୁ ଫେରିଛନ୍ତି। ପ୍ରଥମେ ନଦୀ କୂଳରେ ଆଦିବାସୀଙ୍କ ପାରମ୍ପରିକ ବନ୍ଦାପନା, ନୂତନ...

brownsugar seized
ହୋଟେଲ୍‌ରୁ ମିଳିଲା କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲରେ ପୋଲିସ୍‌ ରେଡ୍‌ କରି ୧ କେଜି ୧୦୫ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୮୫ ହଜାର ୬୮୦ ଟଙ୍କା ମଧ୍ୟ ଜବତ ହୋଇଛି। କ୍ରାଇମବ୍ରାଞ୍ଚ...

ଓଡ଼ିଶାରେ କରୋନା ସ୍ଥିତି: ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧,୪୧୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପି ଥିବାବେଳେ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୪୧୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।