• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

samir das
‘ଏଇ ସପ୍ତାହରେ ସିଲାବସ୍ ଉପରେ ନିଷ୍ପତ୍ତି ନିଆଯିବ’

ଭୁବନେଶ୍ୱର: ଏଇ ସପ୍ତାହରେ ସିଲାବସ୍ ଉପରେ ନିଷ୍ପତ୍ତି ନିଆଯିବ ଓ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ସିଲାବସ୍ ସମ୍ପର୍କରେ ବିଭାଗୀୟ ସଚିବଙ୍କ ଦ୍ୱାରା ଯାଞ୍ଚ ଚାଲିଛି। ଏନେଇ ବିଶେଷଜ୍ଞ କମିଟି ରିପୋର୍ଟ ଦେଇଛନ୍ତି। ତେବେ କେତେ ପ୍ରତିଶତ ସିଲାବସ୍ କମିବ...

rain
ଲଘୁଚାପ ପ୍ରଭାବରେ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଉତ୍ତର...

Sushant Singh House
ସୁଶାନ୍ତଙ୍କ ଫ୍ଲାଟ୍‌ରେ ଲୁଚି ରହିଛି କି ମୃତ୍ୟୁର ରହସ୍ୟ ? CBI ଖୋଜୁଛି ସୁରାକ୍‌

ମୁମ୍ବାଇ: ସିବିଆଇର ସ୍ପେଶାଲ୍‌ ଟିମ୍‌ ଗତକାଲି ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌କୁ ଯାଇ ସେଠାରେ ୬ ଘଣ୍ଟା ଧରି କ୍ରାଇମ୍ ସିନ୍‌କୁ ରିକ୍ରିଏଟ୍ କରିଥିଲା। କିପରି ହୋଇଥିଲା ଏହି କ୍ରାଇମ ସିନ୍ ରିକ୍ରିଏଟ୍, ଆସନ୍ତୁ ଜାଣିବା… ସୁଶାନ୍ତଙ୍କ ଓଜନ ଓ ସମାନ ଉଚ୍ଚତା...

weather updates in odisha
ଲଘୁଚାପ ପ୍ରଭାବରେ କାଲି ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜିଠୁୁ ୨୭ ତାରିଖ ଯାଏ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ଆଜି ଉତ୍ତର...

ମାଡ଼ି ଆସୁଛି ଉଲ୍‌କାପିଣ୍ଡ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବ ଦିନ ପୃଥିବୀ ଦେଇ ଅତିକ୍ରମ କରିପାରେ

ନୂଆଦିଲ୍ଲୀ: ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ଉଲ୍‌କାପିଣ୍ଡ। ନଭେମ୍ବର ୨ ତାରିଖରେ ଏହା ପୃଥିବୀ ଦେଇ ଅତିକ୍ରମ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଏହି ଉଲ୍‌କାପିଣ୍ଡ ବା ଆଷ୍ଟ୍ରଏଡ୍‌ର ନାଁ ରହିଛି 2018VP1। ଅପେକ୍ଷାକୃତ କ୍ଷୁଦ୍ର ଆକାରର...

କରୋନା‌ ଟେଷ୍ଟ୍‌ କଲେନି ବୋଲି ମିଳିଲାନି ରାସନ୍‌ !

ଭଞ୍ଜନଗର: ଆଗ କୋଭିଡ୍ ଟେଷ୍ଟ, ତା’ ପରେ ରାସନ୍ ! ବିନା କରୋନା ଟେଷ୍ଟରେ ଲୋକଙ୍କୁ ରାସନ୍ ନମିଳିବା ନେଇ କୁହାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ଶାସନ ପଞ୍ଚାୟତରୁ। ସ୍ଥାନୀୟ ଗୋପାଳପୁର ଶାସନ ପଞ୍ଚାୟତରେ ରହିଛି ୧୮ଟି ୱାର୍ଡ।...

୨୪ ଘଣ୍ଟାରେ ଓଡ଼ିଶାରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୫, ସୁନ୍ଦରଗଡ଼ରୁ ୨, କଟକ, ରାୟଗଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ...

ବ୍ରହ୍ମପୁର ସହରକୁ ଯାତାୟାତ ଉପରୁ ଉଠିଲା କଟକଣା

ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଆଜିଠାରୁ ଯାତାୟାତ ଉପରେ ରହିବନି ପ୍ରତିବନ୍ଧକ। ଆଜିଠୁ ବ୍ରହ୍ମପୁର ସହରକୁ ବିନା କୌଣସି କଟକଣାରେ ଯାତାୟାତ କରିପାରିବେ ଜିଲ୍ଲାର ଗ୍ରାମାଞ୍ଚଳବାସୀ। ସେହିପରି ବ୍ରହ୍ମପୁରବାସୀ ମଧ୍ୟ ଜିଲ୍ଲାର ଅନ୍ୟ ସ୍ଥାନକୁ ବିନା ପ୍ରତିବନ୍ଧକରେ ଯାତାୟାତ କରିପାରିବେ। କରୋନା ସଂକ୍ରମଣ ଦୃଷ୍ଟିରୁ ଲାଗୁ ହୋଇଥିବା ଏହି କଟକଣା...

hack
ସାମ୍ବାଦିକଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଆଦାୟ

ନବରଙ୍ଗପୁର: ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ଠକେଇ ଅଭିଯୋଗ। ତା’ବି ପୁଣି ଜଣେ ସାମ୍ବାଦିକଙ୍କ ଆକାଉଣ୍ଟ୍‌କୁ‌ ହ୍ୟାକ୍ କରି ଏହି ଠକେଇ ହୋଇଥିବା ଅଭିଯୋଗ ଆସିଛି।‌ ନବରଙ୍ଗପୁର ଜିଲ୍ଲାର ଜଣେ ସାମ୍ବାଦିକ ଏଭଳି ଅଭିଯୋଗ ଆଣିଛନ୍ତି। ସାମ୍ବାଦିକ ବାଙ୍କବିହାରୀ ବିଷୋୟୀ ଅଭିଯୋଗ ଆଣି କହିଛନ୍ତି, ‘ମୋର ଫେସବୁକ୍‌...

corona updates in odisha
ଦିନକରେ ଚିହ୍ନଟ ହେଲେ ୨,୯୪୯ ପଜିଟିଭ୍‌, ଓଡ଼ିଶାରେ ୮୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୦ ହଜାର ୯୦୯ କରୋନା ଟେଷ୍ଟ ହୋଇଥିବା ବେଳେ ୨,୯୪୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ...

gold
ଦୀପାବଳି ସୁଦ୍ଧା ରେକର୍ଡ ଭାଙ୍ଗିପାରେ ସୁନା ଦର

ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଆଜି ଏହି ଦର ଆହୁରି କମିଛି। ଟ୍ରେଡିଂ ଆରମ୍ଭରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଆଜି ସକାଳ ପାଖାପାଖି ୯ଟା ୪୦ରେ ସୁନା ଦର Multi Commodity Exchange(MCX)ରେ ୨୩୬ଟଙ୍କା...

sushant singh rajput
ମୃତ୍ୟୁ ପୂର୍ବରୁ ଡ୍ରଗ୍‌ ଡିଲର୍‌ଙ୍କୁ କାହିଁକି ଭେଟିଥିଲେ ସୁଶାନ୍ତ ?

ମୁମ୍ବାଇ: ସିବିଆଇର ସ୍ପେଶାଲ୍‌ ଟିମ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ (Sushant Singh Rajput) ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ଖୁଲାସା ହେବାରେ ଲାଗିଛି। ଶନିବାର ଦିନ ସିବିଆଇ ସୁଶାନ୍ତ‌ଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌କୁ ଯାଇ ସେଠାରେ ୬...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।