• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

kendrapara
କେନ୍ଦ୍ରାପଡ଼ାରେ ପୋଷ୍ଟାଲ ବାଲାଟ୍‌ କେଁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଷ୍ଟାଲ ବାଲାଟ୍‌ ମିଳିବାରେ ସମସ୍ୟା ଦେଖା ଦେଇଛି।  ଏଥିଯୋଗୁଁ କେନ୍ଦ୍ରାପଡ଼ାରେ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀ ଭୋଟ୍‌ ଦେଇ ପାରୁନାହାନ୍ତି। ପୋଷ୍ଟାଲ ବାଲାଟ୍‌ରେ ଭୋଟ୍‌ ଦେବାକୁ ଥିଲେ ବି ଭୋଟ୍‌ ଦେଇ ପାରୁନାହାନ୍ତି କର୍ମଚାରୀ। ଇଭିଏମ୍ ବିତରଣ କେନ୍ଦ୍ରରେ କର୍ମଚାରୀଙ୍କୁ ପୋଷ୍ଟାଲ ବାଲାଟ୍‌ ମିଳୁ ନ...

naveen patnaik
କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର। ଦୁଇ ଦିନ ହେବ କେନ୍ଦ୍ରାପଡ଼ାରେ ରହି ନବୀନ କ୍ୟାମ୍ପେନିଂ କରୁଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ରୋଡ୍ ଶୋ’ କରିଥିଲେ। ଏହାପରେ ଆଜି ସେ ପୁଣି ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମେ ପଟ୍ଟାମୁଣ୍ଡାଇର ତିନିମୁହାଣିରୁ ରୋଡ୍ ଶୋ’ ଆରମ୍ଭ କରିଥିଲେ।  ଏହି ରୋଡ୍ ଶୋ’ ଆଳିରେ...

dharmendra
‘କେନ୍ଦ୍ରାପଡ଼ାରେ ଶାସକ ଦଳ ଡେରା ପକାଇ ଗୁଣ୍ଡାରାଜ, ଆତଙ୍କ ସୃଷ୍ଟି କରୁଛନ୍ତି’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍‌। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସ୍‌ମିଟ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ରାପଡ଼ାରେ ଶାସକ ଦଳ ଡେରା ପକାଇ ଗୁଣ୍ଡାରାଜ, ଆତଙ୍କ ସୃଷ୍ଟି କରୁଛନ୍ତି। କେନ୍ଦ୍ରାପଡ଼ାର ସ୍ୱାଭିମାନ ଲୋକେ ଏହାର କଡ଼ା ଜବାବ ଦେବେ। ସେହିପରି ନବୀନଙ୍କୁ...

music
କଟକରେ ଅନ୍ତର୍ଜାତୀୟ ନୃତ୍ୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

କଟକ: ଜାତୀୟ ମ୍ୟୁଜିକ୍ ଆସୋସିଏସନ୍ ପକ୍ଷରୁ ଅଷ୍ଟମ ଲକ୍ଷ୍ମଣ ଗଣନାୟକ ସ୍ମୃତି ଅନ୍ତର୍ଜାତୀୟ ନୃତ୍ୟ ସଂଗୀତ ସମାରୋହ କଟକରେ ଅନୁଷ୍ଠିତ ହୋଇଛି। କଟକ ବକ୍ସିବଜାର ସ୍ଥିତ ନ୍ୟାସନାଲ ମ୍ୟୁଜିକ୍ ଆସୋସିଏସନ୍ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା। ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଓ ଅଭିନେତ୍ରୀ...

ipl
ଚେନ୍ନାଇକୁ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍‌ ମ୍ୟାଚ୍‌ରେ ଖେଳାଯାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୪୬ ରନ୍‌ରେ ପରାସ୍ତ ହୋଇଛି।  ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୪ଟି ଓ୍ୱିକେଟ ହରାଇ ୧୫୫ରନ୍ କରିଥିଲା।  ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୭ରନ୍ କରିଥିଲେ। ତେବେ ୧୫୬ରନ୍‌ର...

cyclone
ଡିପ୍‌ ଡିପ୍ରେସନ୍‌ର ରୂପ ନେଲା ଲଘୁଚାପ

ନୂଆଦିଲ୍ଲୀ: ଭାରତ ମହାସାଗର ଓ ଏହାର ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ। ୩୦ ତାରିଖ ସଂଧ୍ୟାରେ ଏହି ବାତ୍ୟା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା...

ସମ୍ଭାବ୍ୟ ଆତଙ୍କବାଦୀ ହମ୍‌ଲା ନେଇ ମିଛ ଫୋନ କଲ୍‌ କରିଥିବା ପୂର୍ବତନ ସେନା କର୍ମଚାରୀ ଗିରଫ

ବେଙ୍ଗାଲୁରୁ: ଦେଶରେ ସମ୍ଭାବ୍ୟ ଆତଙ୍କବାଦୀ ହମ୍‌ଲା ନେଇ କର୍ଣ୍ଣାଟକ ପୁଲିସ୍‌କୁ ଫୋନ କରିଥିବା ଟ୍ରକ୍‌ ଡ୍ରାଇଭରକୁ ପୁଲିସ୍‌ ଗିରଫ କରିଛି। ଡ୍ରାଇଭର ଜଣକ ମିଛରେ ଏହି ଫୋନ କରିଥିବା ଜଣାପଡ଼ିଛି। ଗିରଫ ଡ୍ରାଇଭରଙ୍କ ନାଁ ସୁନ୍ଦରମୂର୍ତ୍ତି। ସେ ଜଣେ ପୂର୍ବତନ ସେନା କର୍ମଚାରୀ ବୋଲି ସୂଚନା ମିଳିଛି। ଗତକାଲି ଅପରାହ୍ନରେ...

election campaign
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେଭିୱେଟ୍‌ଙ୍କ ଜୋରଦାର ପ୍ରଚାର

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାସୁଦେବପୁର ବିଧାନସଭା କ୍ଷେତ୍ର...

attack
ଦୁଇ ଭାଇଙ୍କୁ ହାଣିଲେ ପଡ଼ୋଶୀ

ଜଳେଶ୍ୱର: ଦୁଇ ଭାଇଙ୍କୁ ହାଣିଲେ ପଡ଼ୋଶୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ କଚୁଆପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ରାସ୍ତା ମରାମତିକୁ କେନ୍ଦ୍ର କରି ୨ ଭାଇଙ୍କୁ ପଡ଼ୋଶୀ କୋଦାଳରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲିଆପାଳ...

election
ଷ୍ଟ୍ରଙ୍ଗ ରୁମ୍ ସାମ୍‌ନାରୁ ସନ୍ଦିଗ୍ଧଙ୍କୁ ଧରିଲେ ବିଜେପି କର୍ମୀ

କେନ୍ଦୁଝର: ନିର୍ବାଚନ ପରେ ଇଭିଏମ୍‌ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ୍ ସାମ୍‌ନାରୁ ଜଣେ ସନ୍ଦିଗ୍ଧ ଧରାପଡ଼ିଛି। କେନ୍ଦୁଝର ଜିଲ୍ଲାର ସ୍କୁଲ୍ ଅଫ୍ ମାଇନିଂ ଇଞ୍ଜିନିୟରିଂରେ ହୋଇଥିବା ଏକ ଷ୍ଟ୍ରଙ୍ଗ ରୁମ୍ ସାମ୍‌ନାରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀ ଧରିଛନ୍ତି। ଗୋଟିଏ କାର୍‌ ସହ ସନ୍ଦିଗ୍ଧ ଯୁବକଙ୍କୁ ଧରି ବିଜେପି କର୍ମୀ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।