• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

mamata banerjee
ଦାବି ମାନିବାକୁ ମମତା ରାଜି ହେବା ପରେ ବି ଜିଦ୍‌ରେ ଅଟଳ ଡାକ୍ତର

କୋଲକାତା: ଡାକ୍ତରଙ୍କ ସମସ୍ତ ଦାବି ମାନିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ରାଜି ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଥମିବାର ନାଁ ଧରୁନି। ଡାକ୍ତରଙ୍କ ୬ଟି ଦାବିକୁ ପୂରଣ କରିବା ପାଇଁ ତାଙ୍କ ସରକାର ପ୍ରସ୍ତୁତ ରହିଛନ୍ତି। ତେଣୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ...

rajyasabha
ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍ : ଖାଲି ପଡ଼ିଥିବା ଆସନ ପାଇଁ ଜୁଲାଇ ୫ରେ ଉପ-ନିର୍ବାଚନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ, ଦରକାର ହେଲେ, ଆସନ୍ତା ଜୁଲାଇ ୫ତାରିଖରେ ନିର୍ବାଚନ ହେବ। ଏହାସହିତ ବିହାରର ଗୋଟିଏ ଓ ଗୁଜରାଟର ୨ଟି ଆସନ ପାଇଁ ମଧ୍ୟ ଏହି ଦିନ ନିର୍ବାଚନ ହେବ। ନିର୍ବାଚନ କମିଶନ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି। ସୂଚନା ଅନୁସାରେ,...

cricket
ବିଶ୍ୱକପ୍‌ରେ ଆଜି ହାଇଭୋଲଟେଜ୍ ଟକ୍କର: ମ୍ୟାଞ୍ଚେଷ୍ଟରରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମ୍ୟାଞ୍ଚେଷ୍ଟର: ୨୦୧୯ ବିଶ୍ୱକପ୍‌ର ଆଜି ହେଉଛି ସବୁଠୁ ବଡ଼ ଫାଇଟ୍। ଯାହା ଉପରେ ରହିଛି ସାରା ବିଶ୍ୱର ନଜର। ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବ କଡ଼ା ଟକ୍କର। ବିଶ୍ୱକପ୍‌ର ଏହି ହାଇଭୋଲଟେଜ୍ ଫାଇଟ୍ ପାଇଁ ଟିମ୍ ଇଣ୍ଡିଆ ପୂରା ପୂରି...

odisha
ବଜେଟ୍ ପୂର୍ବରୁ ପ୍ରଥମ ଥର ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ହେବ। ଆସନ୍ତା ୨୩ କିମ୍ବା ୨୪ ତାରିଖରେ ସର୍ବଦଳୀୟ ବୈଠକ ହୋଇପାରେ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ ବଜେଟ୍ ଅଧିବେଶନ୍ ପୂର୍ବରୁ ସର୍ବଦଳୀୟ ବୈଠକ ବସୁଛି।...

traffic problems
ଟ୍ରାଫିକ୍ ନିୟମକୁ ଫୁ କରି ଉଡ଼ାଉଛନ୍ତି ଲୋକେ; ମଦ ଦୋକାନ ସାମ୍ନା ପାଲଟିଛି ପାର୍କିଂ ପ୍ଲେସ୍‌

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ ସୀମା ଟପିଲାଣି ଟ୍ରାଫିକ୍‌ ସମସ୍ୟା। ଟ୍ରାଫିକ୍ ନିୟମକୁ ଫୁ କରି ଉଡ଼ାଉଛନ୍ତି ବାଇକ୍‌ ଓ କାର୍ ଆରୋହୀ। ଆଉ ଏହି ସମସ୍ୟା ପଛରେ ବି ଯେଉଁ କାରଣ ରହିଛି ତାହା ଚିନ୍ତାଜନକ। ରାସ୍ତାକଡ଼ରେ ଖୋଲା ଯାଇଥିବା ମଦ ଦୋକାନରୁ ମଦ ଆଣିବା ପାଇଁ ରାସ୍ତାକୁ...

lightning
ଅପରାହ୍ଣ ୫ଟା ଯାଏ ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ୧୨ ଜିଲ୍ଲାବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି-...

murder
ରଖେ ହରି ତ ମାରେ କିଏ : ହତ୍ୟା ଉଦ୍ୟମ ବେଳେ ଆକସ୍ମିକ ଭାବେ ବର୍ତ୍ତିଲେ ମହିଳା

ଆନନ୍ଦପୁର: ରଖେ ହରି ତ ମାରେ କିଏ। ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ କରିବା ବେଳେ ସେ ଆକସ୍ମିକ ଭାବେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ନଦୁଅଁ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ନଦୁଅଁ ଗାଁର ପ୍ରମୋଦ ଦେହୁରୀ...

film
ରଜ ବଜାରରେ ଧୁମ୍‌ ମଚାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଏହି ଦୁଇଟି ଫିଲ୍ମ

ଭୁବନେଶ୍ୱର: ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ରଜ ଉପଲକ୍ଷେ ଆଜି ‘ଗୋଲମାଲ୍ ଲଭ୍‌’ ଓ ‘ତୁ ମୋ ଲଭଷ୍ଟୋରୀ-ଟୁ’ ରିଲିଜ ହୋଇଛି। ‘ଗୋଲମାଲ୍ ଲଭ୍‌’ରେ ନୂଆ ଯୋଡ଼ି ବାବୁଶାନ ଓ ତମନ୍ନାଙ୍କ ଅନ୍ ସ୍କିନ୍ ରୋମାନ୍ସ ଦର୍ଶକଙ୍କୁ...

jee
ପ୍ରକାଶ ପାଇଲା JEE ଆଡ୍‌ଭାନ୍‌ସଡ୍‌ ରେଜଲ୍ଟ; କାର୍ତ୍ତିକେୟ ଗୁପ୍ତା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍‌ସଡ୍‌ ରେଜଲ୍ଟ। ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବ ଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ଏହି ପରୀକ୍ଷାରେ ସେ ଶହେ ଏନ୍‌ଟିଏ ସ୍କୋର ହାସଲ କରିଛନ୍ତି। ଛାତ୍ରଛାତ୍ରୀମାନେ jeeadv.ac.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ରେଜଲ୍ଟ ଆଇଆଇଟି...

pm modi
ଏସ୍‌ସିଓ ବୈଠକ: ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ଚାହିଁଲେ ନାହିଁ କି ହାତ ମିଳାଇଲେନି ମୋଦି

ବିଶକେକ୍: କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଚାଲିଛି ଏସ୍‌ସିଓ ସମ୍ମିଳନୀ। ଆଜି ଏହି ସମ୍ମିଳନୀର ଦ୍ୱିତୀୟ ଦିନ ଅବସରରେ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି। ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇ ନାହାନ୍ତି...

cloudy
୧୪ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୨ଟା ଯାଏ ୧୪ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।