ଏହି ସପ୍ତାହରେ କୋର୍ଟ ମାମଲାରେ ଲାଭ ହେବ,ମହିଳା ମାନେ ଅଳଙ୍କାର ମାନ କ୍ରୟ କରି ପାରନ୍ତି । ପାରିବାରିକ ସମସ୍ୟା ଗୁଡିକ ସମାଧାନ ହେବ, ଏହି ସପ୍ତାହରେ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସିତ ହେବେ,ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହୋଇ ପାରନ୍ତି