• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 7th August to 13 August: ଏହି ସପ୍ତାହରେ ବ୍ୟବସାୟରେ ‍କ୍ଷତି ହେବ, ମାନସିକ ଅଶାନ୍ତି ଦେଖାଦେବ

କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଲାଭର ମାତ୍ରା କମିଯିବା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ନିଜ ଲୋକଙ୍କ ସହିତ ମତାନ୍ତର, ମନାନ୍ତର ଦେଖାଦେବ। ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ। ପ୍ରତିକାର ପାଇଁ କରିବେ କଣ ଜାଣନ୍ତୁ...

Scorpio

ବିଛା

Monday 07 Aug 2023

ବାଣିଜ୍ୟ ବ୍ୟବସାୟରେ କ୍ଷତି ସହିବାକୁ ପଦିପାରେ। ଉଦର ଓ ଚକ୍ଷୁ ରୋଗ ଦେଖାଦେଇ ପାରେ। କର୍ମକ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ବିଦ୍ୟାର୍ଥୀ ମାନେ ପଢା ଲେଖାରେ ମନ ଯୋଗ ଦେଇ ଅଧିକ ପରିଶ୍ରମ କରି ଭଲ ଫଳ ପାଇବେ। ସାଙ୍ଗ ସାଥିଙ୍କ ସହ ଦୂର ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି। ଦୀର୍ଘଦୀନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ଉତ୍ତମ ଯୋଜନାବଦ୍ଧ ହେବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଚଳଚିତ୍ର ଆଦି କ୍ଷେତ୍ରରେ ବିଶେଷ ଲାଭବାନ୍ ହେବେ।

ପ୍ରତିକାର- “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :

VASTU TIPS