• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 30 Oct to 5Nov 2023: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଏହି ସପ୍ତାହ...

ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ । ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜବୁତ ରହିବ । ରାଜନୀତିରେ ସଫଳତା ପାଇ ପାରନ୍ତି ।

Cancer

କର୍କଟ

Monday 30 Oct 2023

ଶାରୀରିକ ପୀଡ଼ା ଭୋଗ କରିପାରନ୍ତି । ପରିଶ୍ରମରେ ବିଫଳତା, ଭୟ ଓ ଆଶଙ୍କା ଦେଖା ଦେବ । ଚାକିରୀ କ୍ଷେତ୍ରରେ ଶତ୍ରୁବୃଦ୍ଧି ଦେଖା ଦେଇପାରେ । ହଜମଜନିତ ସମସ୍ୟା ଦେଖା ଦେଇପାରେ । ଦୈନଦିନ ଜୀବନଟି ମୋଟାମୋଟି ଭାବେ ବିତାଇବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା କରିବେ । ବଳିଷ୍ଠଙ୍କ ସହିତ କଥା ହେବା ବେଳେ ସଂଯମ ରଖନ୍ତୁ ।

ପ୍ରତିକାର – ଓଁ ଶ୍ରାଂ ଶ୍ରୀଂ ସୈା ସଃ ଚନ୍ଦ୍ରାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :