ଆପଣ କୌଣସି ପୁରୁଣା ରୋଗଠୁ ମୁକ୍ତି ପାଇବେ । ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ଋଣ ଆରାମରେ ସୁଝି ପାରିବେ ।
ମା'ଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ବଢ଼ିପାରେ । ଆଧ୍ୟାତ୍ମିକ କାରର୍ଯ୍ୟ ସହ ଜଡ଼ିତ ଯାତ୍ରା କରିବାକୁ ପଡ଼ି ପାରେ । ରୋଜଗାର ବିଷୟରେ ଅଧିକ ସଚେତନ ହେବାକୁ ସକ୍ଷମ ହେବେ । ଅଧିକ ସୃଜନଶୀଳ ହୋଇପାରନ୍ତି ଏବଂ ଭ୍ରମଣରେ ଅଧିକ ଆଗ୍ରହ ଦେଖାଇବେ । ବିଦେଶରେ ସଫଳତା ପାଇବା ପାଇଁ କ୍ଷମତା ଆସିପାରେ । ଅଧିକ ସଞ୍ଚୟ ହେବାର ସୁଯୋଗ କମ୍ ହୋଇପାରେ । ଘର ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ । ଯାତ୍ରା ସମୟରେ ଟଙ୍କା ହରାଇପାରନ୍ତି । କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ପ୍ରମାଣ କରିବାକୁ ଇଚ୍ଛୁକ ହୋଇପାରନ୍ତି । ଆର୍ଥିକ, ଆଧ୍ୟାତ୍ମିକ, କ୍ୟାରିୟରର ଅଭିବୃଦ୍ଧି ଇତ୍ୟାଦି ବିକାଶ ହେବ
ପ୍ରତିକାର- ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮