• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 15th April To 21st April 2024: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଏହି ସପ୍ତାହ...

ଏହି ସପ୍ତାହରେ କର୍ମକ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ଏହି ସପ୍ତାହରେ ଆୟ ବୃଦ୍ଧି ପାଇବ । ଏହି ସପ୍ତାହରେ ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ ।

Virgo

କନ୍ୟା

Monday 15 Apr 2024

ବ୍ୟବସାୟ ପରିଚାଳନାଗତ ସମସ୍ୟା ନେଇ ବହୁତ ଭଲ ପାଉଥିବା ଲୋକ ଓ ବନ୍ଧୁ ମିତ୍ରମାନେ ସହଯୋଗର ହାତ ବଢେଇବେ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ସ୍ଥଗିତ କାମ ସୁରୁଖୁରୁରେ ହୋଇଯିବା କାରଣରୁ ଆଶ୍ୱସ୍ତି ଲାଭ କରିବେ। ଧନାଧିପ ଦୁର୍ବଳ ଯୋଗୁ ଆର୍ଥିକ ଦିଗ ଭଲ ନ ରହିବାରୁ ପ୍ରତ୍ୟେକ କାମ ଅଭାବ ଭିତରେ କରିବେ। ଆମତ୍ୀୟଙ୍କ ସହଯୋଗ ନ ପାଇଲେ ମଧ୍ୟ ଆପଣ ଏକାକୀ ପରିସ୍ଥିତିକୁ ସମ୍ଭାଳି ନେବେ।

ପ୍ରତିକାର- ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :