• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୧୦ ଏପ୍ରିଲରୁ ୧୬ ଏପ୍ରିଲ ୨୦୨୩: ଏହି ସପ୍ତାହରେ ଅଚାନକ ଧନ ଲାଭ ହେବାର ଯୋଗ ରହିଛି

ଏହି ସପ୍ତାହରେ ଶିକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ । ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ଏହି ସପ୍ତାହରେ ନୂତନ ଗୃହ ,ବାହ, ଜାଗା ,ଜମି କ୍ରୟ କରିବାର ଯୋଗ ରହିଛି । ଏହି ସପ୍ତାହରେ ଅଚାନକ ଧନ ଲାଭ ହେବାର ଯୋଗ ରହିଛି ।