• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଏପ୍ରିଲ ୧ରୁ ଏପ୍ରିଲ ୭ ୨୦୨୪; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ...

ଏହି ସପ୍ତାହରେ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ସହକର୍ମୀ ମାନଙ୍କର ସମର୍ଥନ ଯୋଗୁ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ ।

Scorpio

ବିଛା

Monday 01 Apr 2024

କଠିନ ପରିଶ୍ରମରୁ ନିବୃତ୍ତ ହୁଅନ୍ତୁ ନାହିଁ । ସହକର୍ମୀ ମାନେ କର୍ମ କ୍ଷେତ୍ରରେ ଆପଣଙ୍କୁ ଭଲ  ସମର୍ଥନ ଦେବେ । ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ଓ ନିଜ ମନମୁତାବକ କାମ କରିପାରିବେ । ଆଜି ଇଚ୍ଛା ନଥାଇ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇ ପାରନ୍ତି । ଆପଣଙ୍କ ଯୋଜନା କାହା ସହ ଅଂଶୀଦାର କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ବିଷୟରେ ବହୁତ ସତର୍କ ରହିବା ଆବଶ୍ୟକ । କାରଣ ଅସହିଷ୍ଣୁତାର ଶିକାର ହୋଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଚାପ ଯୋଗେ ସ୍ୱାସ୍ଥ୍ୟ ଖରାପ ହୋଇପାରେ । 

ପ୍ରତିକାର - ଦକ୍ଷିଣ ମୁଖା ହୋଇ ଖଇର ଗଛର ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :