• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଏପ୍ରିଲ ୧ରୁ ଏପ୍ରିଲ ୭ ୨୦୨୪; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ...

ଏହି ସପ୍ତାହରେ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ସହକର୍ମୀ ମାନଙ୍କର ସମର୍ଥନ ଯୋଗୁ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ ।

Virgo

କନ୍ୟା

Monday 01 Apr 2024

କର୍ମ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିକମି ଆସିବ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀ ମାନେ ଉତ୍ସାହିତ ହେବେ । ଦାମ୍ପତ୍ୟ ଜୀବନରଏ ପ୍ରେମ ଏବଂ ସୁଖ ବୃଦ୍ଧି ପାଇବ । ଅଫିସ୍ ପରିବେଶ ଆପଣଙ୍କ ପାଇଁ ବହୁତ ଭଲ ରହିବ । ବ୍ୟାଙ୍କିଙ୍ଗ୍ ବୃତ୍ତି ସହିତ ଜଡିତ ଲୋକମାନେ ପୁରସ୍କାର ପାଇପାରିବେ ।  ମନ ମଧ୍ୟରେ ଦୁଃଖ ଭରି ରହିଥିଲେ ମଧ୍ୟ ଦାୟିତ୍ୱ ନେଇଥିବା କାମରେ ଆଦୌ ହେଳା କରିବେ ନାହିଁ । କଳା,ସାହିତ୍ୟ , ସାମ୍ବାଦିକତା ଓ ପରିବହନରୁ ଭଲ ଲାଭ ପାଇବେ । 

ପ୍ରତିକାର- ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ । 

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :