• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Dec 2023: ନୂଆ ଯାନବାହନ କିଣିବେ,ବୈବାହିକ ଜୀବନରେ ମଧୁରତା ଆସିପାରେ ..

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୨ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୪ଶୀ ପ୍ରାତଃ ୦୬.୨୪ ଗତେ ଅମାବାସ୍ୟା (କ୍ଷୟ) ନିଶାନ୍ତ ୦୫.୦୧ ଗତେ ପ୍ରତିପଦ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Scorpio

ବିଛା

Tuesday 12 Dec 2023

ବିଶାଖା- ଖାଦ୍ୟପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ ।

ଅନୁରାଧା- ରାଜନୀତିରେ କୈାଣସି ପଦକ୍ଷପ ଗ୍ରହଣ କରିପାରନ୍ତି । ଅଫିସିଆଲି କ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀ ମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି । କୌଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହି ପାରନ୍ତି ।

ଜ୍ୟୋଷ୍ଠା- ଛାତ୍ରଛାତ୍ରୀମାନେ ପଢାରେ ମନଯୋଗ ରଖି ପାରିବେ ନାହିଁ । ମାଲି ମକନ୍ଦମାରେ ସାମାନ୍ୟ ସଫଳତା ମିଳିବ। ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ପାଇବେ ।

ପ୍ରତିକାର –ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :