• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 12th Dec 2023: ନୂଆ ଯାନବାହନ କିଣିବେ,ବୈବାହିକ ଜୀବନରେ ମଧୁରତା ଆସିପାରେ ..

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୨ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୪ଶୀ ପ୍ରାତଃ ୦୬.୨୪ ଗତେ ଅମାବାସ୍ୟା (କ୍ଷୟ) ନିଶାନ୍ତ ୦୫.୦୧ ଗତେ ପ୍ରତିପଦ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Cancer

କର୍କଟ

Tuesday 12 Dec 2023

ପୁନର୍ବସୁ- ବ୍ୟବସାୟରେ ସମସ୍ୟା ସତ୍ୱେ ସଫଳତା ହାସଲ କରିବେ । ନିଜର ଉଦାରତା ଗୁଣରୁ ସାହାଯ୍ୟ ମାଗୁଥିବା ଲୋକଟିକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ ।

ପୁଷ୍ୟା- ଭାବପ୍ରବଣାତା ପ୍ରକାଶ ପାଇବ । ନିଜ କର୍ମକୁ ନେଇ ସମାଜରେ ଜଣେ ଅଭିଜ୍ଞ ତଥା ସମ୍ମାନିତ ବ୍ୟକ୍ତି ହେବେ । ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ । ସଂପର୍କରେ ସଚ୍ଚୋଟତା ବଜାୟ ରଖିବାକୁ ଚେଷ୍ଟା କରିବେ ।

ଅଶ୍ଲେଷା- ସବୁ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହନ୍ତୁ । ରୋଜଗାର ହିନ ବ୍ୟକ୍ତିଙ୍କୁ ରୋଜଗାରର ସୁଯୋଗ ମିଳିବ । ସଞ୍ଚତ ଅର୍ଥ ବୃଦ୍ଧି ପାଇବା ସହିତ ଅନେକ କ୍ଷେତ୍ରରେ କିଛି ଅର୍ଥ ନିବେଶ କରିପାରନ୍ତି ।

ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :