• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th January 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦୀର୍ଘ ଦିନର ଆଶା ପୂରଣ ହେବ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ରାତ୍ରି ୦୮.୨୩ ଗତେ କର୍କଟ,ତିଥି- ପ୍ରତିପଦ ଅହୋରାତ୍ର,ଘାତ ଚନ୍ଦ୍ର- କନ୍ୟା ରାତ୍ରି ୦୮.୨୩ ପର୍ଯ୍ୟନ୍ତ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୨ପାଦ କୃଷି ଓ ବଂଶହାନି- ଭୂମି ଓ ତିଳକାଞନ ଦାନ ରାତ୍ରି ୦୩.୦୭ ଗତେ ୧ପାଦ

Libra

ତୁଳା

Saturday 07 Jan 2023

ଚିତ୍ରା – ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ପାରିବାରିକ ସମସ୍ୟା ଲାଗି ରହିବ । କାମକୁ ଅବହେଳା କରିପାରିବେ ନାହିଁ । ମନରେ ଅସି୍ଥରତା ଲାଗି ରହିବ । ଆର୍ଥିକ ସମସ୍ୟାରୁ ଚୁକ୍ତି ମିଳିବ ବା ପୂର୍ବରୁ କରିଥିବା ଋଣରୁ ମୁକ୍ତି ପାଇ ପାରିବେ ।

ସ୍ୱାତୀ – ନିଜ ଲୋକମାନେ ବିଶ୍ୱାସଘାତକ କରି ପାରନ୍ତି । ବ୍ୟବସାୟରେ ସାମାନ୍ୟ ପରିବର୍ତନ ହେତୁ ସାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଯେଉଁ ବ୍ୟକ୍ତି ମାନେ ନୂଆ ଚାକିରି ଚାହୁଁଛନ୍ତି ସେମାନେ ଏଥିରେ ସଫଳ ହେବେ

ବିଶାଖା – ବହୁଦିନରୁ ବାକି ପଡିଥିବା ପଇସା ପାଇବେ । ଛାତ୍ରଛତ୍ରୀ ମାନେ ପଢାରେ ବୃତକାର‌୍ୟ୍ୟ କରିବେ । ଉଚ୍ଚ କର୍ମ କର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବ

ପ୍ରତିକାର – ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :