• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 6th January 2023: ଏହି ରାଶିର ବ୍ୟକ୍ତି ଆଜି ସତର୍କ ରୁହନ୍ତୁ...

ସୌର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଶୁକ୍ରବାର। ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ପୂର୍ଣ୍ଣିମା ନିଶାନ୍ତ ୦୪.୩୭ ଗତେ ପ୍ରତିପଦ, ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର, ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୨.୧୩ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ।

Taurus

ବୃଷ

Friday 06 Jan 2023

କୃତିକା  - ଶାରୀରିକ କ୍ଲାନ୍ତି ଦୂର ହେବ। ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ ।  ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କତା ହୋଇ ଚଳିବା ଉଚିତ୍ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । 
ରୋହିଣୀ – ସନ୍ତାନଙ୍କ ଭାଗ୍ୟରେ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ । ସାମାଜିକ କ୍ଷେତ୍ରରେ ସଫଳତା ପାଇବେ । ସହଯୋଗୀ ମାନଙ୍କ ଯୋଗୁ କର୍ମକ୍ଷେତ୍ରରେ ଭଲ କରିବେ । ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଆଗ୍ରହ ବଢିବ । 
ମୃଗଶିରା – କୋର୍ଟକଚେରୀ ମାମଲାରେ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ମହିଳାମାନେ କାର୍ଯ୍ୟ ବ୍ୟସ୍ତ ରହିବେ ।  ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହ ନିଜର ଦକ୍ଷତା ପ୍ରତିପାଦିତ କରିବେ ।

ପ୍ରତିକାର – କୌଣସି  ମନ୍ଦିରରେ କିଛି ଦାନ କରନ୍ତୁ         

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :