• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 3rd Nov 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଗୁରୁବାର। ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି- ୧୦ମୀ ରାତ୍ରି ୦୭/୩୦ ଗତେ ୧୧ଶୀ, ଘାତ ଚନ୍ଦ୍ର- ମିଥୁନ ଓ ମୀନ ଅହୋରାତ୍ର, ଘାତ ବାର – ତୁଳା ଓ କୁମ୍ଭ, ପୁଷ୍କର ଦୋଷ – ରାତ୍ରି ୧୨/୪୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ

Leo

ସିଂହ

Thursday 03 Nov 2022

ମଘା – ତିର୍ଥ ଯାତ୍ରାକୁ ଜୀବନ ସାଥିଙ୍କ ସହିତ ଯାଇପାରନ୍ତି । ବ୍ୟବସାୟରେ ନୂଆ ପ୍ରସ୍ତାବ ଆସି ପାରେ । ଶାରିରୀକ ଦୁର୍ବଳତା ଦେଖାଦେବ।

ପୂ , ଫାଲଗୁନୀ - ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ଚାକିରି ସମ୍ବଦ୍ଧିୟ ଭଲ ଖବର ମିଳିପାରେ । ବିଦ୍ୟାର୍ଥୀ ପାଠପଢାରେ ତୃଟି କରିପାରନ୍ତି।

ଉ ,ଫାଲଗୁନୀ – ମାଲିମକନ୍ଦମାରେ ପଡି ଖର୍ଚ୍ଚାନ୍ତ ହୋଇପାରନ୍ତି । ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ।

ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :