• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23rd March 2024: ଏହି ରାଶିର ବ୍ୟକ୍ତି ଆଜି ବାଣିଜ୍ୟରେ ଲାଭବାନ୍ ହେବେ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର, ତିଥ- ୧୩ଶୀ ପ୍ରାତଃ ୦୭.୧୭ ଗତେ ୧୪ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Pisces

ମୀନ

Saturday 23 Mar 2024

ପୂ, ଭାଦ୍ରପଦ- ଭାଗ୍ୟ ଉଦ୍ୟୋଗି ହେବା ସହିତ, ବ୍ୟବସାୟ – ବାଣିଜ୍ୟରେ ଲାଭ ମିଳିବ । ପରିବାରରେ ସୁଖ - ପ୍ରୀତି ବୃଦ୍ଧି ପାଇବ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ । ଧର୍ମ ଭାବନାରୁ ମନ ଦୂରେଇବେ

ଉ, ଭାଦ୍ରପଦ- ପଢାପଢିରେ ସର୍ମ୍ପୂର୍ଣ୍ଣ ଅବହେଳା କରିବେ । ଉପରିସ୍ଥ କର୍ମଚାରିଙ୍କ ନେତୃତରେ କାର‌୍ୟ୍ୟ ସମ୍ପାଦନା କରିବେ । ବନ୍ଧୁ ମିଳନ ହୋଇପାରେ । ଆର୍ଥିକ ଲାଭ ସହିତ ସମ୍ପତି ବୃଦ୍ଧି ହେବ ।

ରେବତୀ- ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ଜୀବନରେ ନୂଆ ସଂକେତ ମିଳିପାରେ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ

ପ୍ରତିକାର – ବୃହସ୍ପତିଙ୍କ ଗାୟତ୍ରି ମନ୍ତ୍ରକୁ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :