ର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ମଙ୍ଗଳବାର ।
କୃତିକା -ଅନିୟମିତ ଖାଦ୍ୟ ଖାଇବା ଯୋଗୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।
ରୋହିଣୀ – ମହିଳା ମାନେ ପାରିବାରିକ ସମସ୍ୟାରେ ବୁଡି ରହିବେ ।
ମୃଗଶିରା –ନିଜ ଲୋକ ମାନେ ତାଙ୍କର ସ୍ୱାର୍ଥପାଇଁ ନିଜକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ ।
ପ୍ରତିକାର –ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
ବାସ୍ତୁ ଅନୁସାରେ ଗୋଟେ ଆଦର୍ଶ ଗୃହର ମୁଖ୍ୟ ଦ୍ୱାର କେବଳ ପୂର୍ବ ବା ଉତ୍ତର ଦିଗରେ ହେବା ଉଚିତ