• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 22nd Dec 2022: ଏହି ରାଶିର ବ୍ୟକ୍ତି ଆଜି ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଗୁରୁବାର । ଚନ୍ଦ୍ର – ବିଛା ରାତ୍ରି ୦୪.୦୨ ଗତେ ଧନୁ,ତିଥି- ୧୪ଶୀ ସନ୍ଧ୍ୟା ୦୭.୧୩ ଅମାବାସ୍ୟା,ଘାତ ଚନ୍ଦ୍ର- ରାତ୍ରି ୦୪.୦୨ ଗତେ ତୁଳା ଓ କୁମ୍ଭ,ଘାତ ବାର – ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି ।

Libra

ତୁଳା

Thursday 22 Dec 2022

ଚିତ୍ରା – ଅନ୍ୟ ମାନଙ୍କ ସହଯୋଗ ପାଇ ଉପକୃତ ହେବେ । ଆଶା ପୂରଣ ଦିଗରେ ବନ୍ଧୁ ମାନଙ୍କ ସହିତ ପରାମର୍ଶ କରିଲେ ଅବଶ୍ୟ ଭଲ ହେବ । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ । ବହୁପ୍ରତିକ୍ଷୀତ ଖବରଟି ଆଜି ପାଇବେ ଚାକିରୀରେ ସା୍ଥନାନ୍ତର ବା ସ୍ଥାନଭ୍ରଷ୍ଟ ହେବେ ।

ସ୍ୱାତୀ – ବ୍ୟବସାୟ, ବାଣିଜ୍ୟରେ ଅସି୍ଥରତା ଲାଗି ରହିବ । କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ଉପରିସ୍ଥ ଅଫିସର ମାନଙ୍କର ଚାପ ବୃଦ୍ଧି ପାଇବ । ଦୂରଯାତ୍ରାରେ ଲକ୍ଷ ପୂରଣ ହେବ , ଅତିଭିଳାଷ ଜିନିଷ ପାଇବେ । ସୁଖ, ସମୃଦ୍ଧି ବଢିବ , ମହିଳା ମାନେ ସମ୍ମାନୀୟ ହେବେ

ବିଶାଖା – ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ । ସାଂସାରିକ ଜୀବନ ଆନନ୍ଦ ଉଲ୍ଲାସରେ କଟିବ । ଅନ୍ୟମାନଙ୍କ ସହେଯାଗ ପାଇ ଉପକୃତ ହେବେ । ନିଜର ଆଦର୍ଶ ପ୍ରତିଷ୍ଠା ମୂଖ୍ୟ କାମନା ହେବ । ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି

ପ୍ରତିକାର – ଦେବୀ ମନ୍ଦିରରେ ଦାନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :