• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st Dec 2023: ହସଖୁସିରେ ସମୟ ବିତାଇବେ, ସମସ୍ୟାରୁ ମୁକ୍ତ ହେବେ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର ଚନ୍ଦ୍ର- ମିଥୁନ ଦିବା ୧୦.୧୩ ଗତେ କର୍କଟ ତିଥି- ୪ର୍ଥୀ ଦିବା ୦୩.୩୧ ଗତେ ୫ମୀ ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୧୦.୧୩ ପର୍ଯ୍ୟନ୍ତ ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୪୦ ପର୍ଯ୍ୟନ୍ତ

Aquarius

କୁମ୍ଭ

Friday 01 Dec 2023

ଧନିଷ୍ଠା- ଗଳା ଜନିତ ସମସ୍ୟା ସହିତ ଶରୀରରେ ଅନ୍ୟ କିଛି ସକ୍ରମଣ ଦେଖାଦେଇପାରେ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟାଦି ବିଭିନ୍ନ ସଂସ୍ଥାରୁ ଧନର ଆଗମନ ହେବ

ଶତଭିଷା- ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ । କିଛି ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି । ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବିଦେଶକୁ ଯାଇ ପାରନ୍ତି ।

ପୂ,ଭାଦ୍ରପଦ- ନୂତନ ଯାନବାହନ କିଣିପାରନ୍ତି । ରାସ୍ତା ଘାଟରେ ସାବଧାନତା ସହିତ ଯାତାୟତ କରନ୍ତୁ । ମହିଳା ମାନେ ଆଭୁଷଣ ପ୍ରିୟ ହେବେ ।

ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :