• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th September 2023: ଦୁର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ...

ସୌର  କନ୍ୟା  ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ, ରବିବାର। ଚନ୍ଦ୍ର –କନ୍ୟା ରାତ୍ରି ୧୧.୦୬ ଗତେ ତୁଳା, ତିଥି- ୨ ୟା ଦିବା ୧୧.୦୯ ଗତେ ୩ୟା, ଘାତ ଚନ୍ଦ୍ର – ବୃଷ ରାଶିର ରାତ୍ରି ୧୧.୦୬, ଘାତ ବାର –  ମେଷ ପୁଷ୍କର ଦୋଷ –୨ ପାଦ କୃଷି ଓ ପଶୁ ହାନି –ଭୂମି ଓ ଅନ୍ନଦାନ ଦିବା ୧୧.୦୯ ଗତେ ୧ ପାଦ କୃଷିହାନି-ଭୂମି ଦାନ 

Capricorn

ମକର

Sunday 17 Sep 2023

ଉ, ଷାଢା- କୈାଣସି ବଡ ସୁବିଧା ମିଳିବା  ଯୋଗୁ ଧନ ଲାଭ ହେବ । ଜୀବନସାଥିଙ୍କୁ ମନ ପସନ୍ଦ ଉପହାର ଦେବେ । ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ । ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ
ଶ୍ରବଣା- ରାଜନୈତିକ ଜୀବନରେ ଶତ୍ରୁ ବୃଦ୍ଧି ଦେଖାଦେବ । କୈାଣସି ବଡ ଧରଣର ଯୋଜନା  କାର୍ଯ୍ୟକାରୀ ହୋଇପାରେ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ । କ୍ରୋଧକୁ ଆୟତରେ  ରଖନ୍ତୁ ।
ଧନିଷ୍ଠା- ପୈତୃକ ସମ୍ପତ୍ତି ନେଇ ପାରିବାରକ ଦ୍ୱନ୍ଦ୍ୱ ମେଣ୍ଟିଯିବ । ମହିଳା ମାନେ ସବୁକାର୍ଯ୍ୟରେ ଅବେହେଳା କରିବେ । ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ  

ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :