• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th September 2023: ଦୁର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ...

ସୌର  କନ୍ୟା  ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ, ରବିବାର। ଚନ୍ଦ୍ର –କନ୍ୟା ରାତ୍ରି ୧୧.୦୬ ଗତେ ତୁଳା, ତିଥି- ୨ ୟା ଦିବା ୧୧.୦୯ ଗତେ ୩ୟା, ଘାତ ଚନ୍ଦ୍ର – ବୃଷ ରାଶିର ରାତ୍ରି ୧୧.୦୬, ଘାତ ବାର –  ମେଷ ପୁଷ୍କର ଦୋଷ –୨ ପାଦ କୃଷି ଓ ପଶୁ ହାନି –ଭୂମି ଓ ଅନ୍ନଦାନ ଦିବା ୧୧.୦୯ ଗତେ ୧ ପାଦ କୃଷିହାନି-ଭୂମି ଦାନ 

Virgo

କନ୍ୟା

Sunday 17 Sep 2023

ଉ- ଫାଲ୍‌ଗୁନୀ- ପରିବାର ଭିତରେ କୈାଣସି  କଥାକୁ ନେଇ ମତାନ୍ତର ସୃଷ୍ଟି ହୋଇପାରେ । ଅତ୍ୟଧିକ ଜିଦ୍ ଯୋଗୁଁ କୈାଣସି  କାର୍ଯ୍ୟରେ ଅସଫଳତା ପାଇ ପାରନ୍ତି । କର୍ମକ୍ଷେତ୍ରରେ ଶତ୍ରୁମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ।
ହସ୍ତା- କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ ।  ପ୍ରେମୀଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ । ପଛ କଥା ନଭାବି ବର୍ତ୍ତମାନ ପରିସ୍ଥିତିକୁ ସାମ୍ନା କରିବେ
ଚିତ୍ରା- ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ୍ୱ ଦୂରେଇ ଯିବ । ଅଫିସ୍‌ରେ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ । ଦୂରଯାତ୍ରାରେ ସଫଳତା ମିଳିବ । 

ପ୍ରତିକାର -  ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :