• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 17th September 2023: ଦୁର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ...

ସୌର  କନ୍ୟା  ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ, ରବିବାର। ଚନ୍ଦ୍ର –କନ୍ୟା ରାତ୍ରି ୧୧.୦୬ ଗତେ ତୁଳା, ତିଥି- ୨ ୟା ଦିବା ୧୧.୦୯ ଗତେ ୩ୟା, ଘାତ ଚନ୍ଦ୍ର – ବୃଷ ରାଶିର ରାତ୍ରି ୧୧.୦୬, ଘାତ ବାର –  ମେଷ ପୁଷ୍କର ଦୋଷ –୨ ପାଦ କୃଷି ଓ ପଶୁ ହାନି –ଭୂମି ଓ ଅନ୍ନଦାନ ଦିବା ୧୧.୦୯ ଗତେ ୧ ପାଦ କୃଷିହାନି-ଭୂମି ଦାନ 

Gemini

ମିଥୁନ

Sunday 17 Sep 2023

ମୃଗଶିରା- ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । କର୍ମକ୍ଷେତ୍ରରେ ମଧୁର ବାକ୍ୟ କହି ନିଜର କାର୍ଯ୍ୟ ହାସଲ କରିନେବେ । ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ମାନସିକ ଚିନ୍ତା ଲାଗିରହିବ ।
ଆଦ୍ରା- ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ଦୁର୍ବଳ ହେବେ ।ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ବିଦ୍ୟାର୍ଥୀମାନଙ୍କର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ ।    
ପୁନର୍ବସୁ- ପୈତୃକ ସମ୍ପତ୍ତିର ସମସ୍ୟା ସମାଧାନ ହେବ । ସହକର୍ମୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେଇପାରେ । ମହିଳାଙ୍କୁ ଭ୍ରମଣ ସୁଯୋଗ ଜୁଟିବ 

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :