ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର – କୁମ୍ଭ ରାତ୍ରି ୦୮.୫୨ ଗତେ ମୀନ ,ତିଥି – ୧୨ଶୀ ଦିବା ୦୩.୪୬ ଗତେ ୧୩ଶୀ,ଘାତ ଚନ୍ଦ୍ର – ମିଥୁନ ଓ ମୀନ ରାତ୍ରି ୦୮.୫୨ ଗତେ ଧନୁ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ ଦିବା ୦୩.୪୬ ଗତେ ଗତେ ୧ ପାଦ ।
କୃତିକା - ପେଟ ବ୍ୟଥାରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ଅବହେଳା କରି ବିଫଳ ପାଇବେ । ନୂଆ ସଂପର୍କ ଯୋଡିବା ପାଇଁ ଚେଷ୍ଟା କରିବେ ।
ରୋହିଣୀ – ରାଜନୀତିରେ ନୂଆ କରି ଯୋଗ ଦେବେ । ବ୍ୟବସାୟରେ ଉନ୍ନତିର ମାର୍ଗ ଖୋଲିବ । ବିଦ୍ୟାର୍ଥୀ ମାନେ ଭଲ ନମ୍ବର ଆଣିବେ ।
ମୃଗଶିରା – ଜମି କାଗଜ ଦାୟିତ୍ୱରେ ରଖନ୍ତୁ । ମହିଳା ମାନେ ପରିବାରରେ ଆନନ୍ଦରେ ରହିବେ । ଅନୁଷ୍ଟାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ ।
ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬