Advertisment

E-KYC ଗୋଲକ ଧନ୍ଦାରେ ବଣ୍ଡା

ରାସନ କାର୍ଡ ଚାଲୁ ରଖିବାକୁ ଇ-କେୱାଇସି ଅପଡେଟ୍ ଟେନସନ୍ ଦେଉଛି । ଗୋଟିଏ ପଟେ ଦୁର୍ବଳ ମୋବାଇଲ୍ ନେଟୱର୍କ ଧୋକା ଦେଉଛି । ଅନ୍ୟପଟେ ଅଣଦେଖା କରୁଛି ପ୍ରଶାସନ ।

author-image
Santosh Kumar Sahoo

ଦୁର୍ବଳ ଇଣ୍ଟରନେଟ୍ ସମସ୍ୟା ଏବଂ ପ୍ରଶାସନିକ ତତ୍ପରତାର ଅଭାବ ପାଇଁ ରାସନକାର୍ଡ ଇ-କେୱାଇସି ଅପଡେଟରେ ବେଶ୍ ପଛରେ ପଡ଼ିଛି ବଣ୍ଡାଘାଟି ଓ ମାଲକାନଗିରି ଜିଲ୍ଲା । ଗୋଟିଏ ପଟେ ଇ-କେୱାଇସି ଡେଡଲାଇନ୍ ସରି ସରି ଆସୁଥିବାବେଳେ ବଣ୍ଡାଘାଟିର ଅଧା ପାଖାପାଖି ଲୋକଙ୍କ ଇ-କେୱାଇସି ହୋଇପାରିନି । ଯାହାକୁ ନେଇ ସେମାନେ ଚିନ୍ତାରେ ରହିଛନ୍ତି ।

Advertisment
Malkangiri Ration Card
Advertisment
Advertisment