• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

ଦଶହରା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ
ଦଶହରା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ

ପୁରୀ :  ଅାଜି ପବିତ୍ର ବିଜୟା ଦଶମୀ । ଏଥିପାଇଁ ରାଜ୍ୟର ବିଭିନ୍ନ ପୀଠ ଓ ପୂଜା ମଣ୍ଡପ ଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସକାଳୁ ସକାଳୁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଛି। ଅାଜି ଦଶହରା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବ। ସକାଳ ଧୂପ ପରେ ସପ୍ତମୀଠାରୁ ପୂଜାରେ ବସିଥିବା ମହାପ୍ରଭୁଙ୍କ ଅାୟୁଧ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, ହଳ ମୂଷଳକୁ ମହାସ୍ନାନ କରାଯାଇଥାଏ । ପରେ ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ […]

  • Saturday, 03 July 2021
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ତିତ୍‌ଲି କ୍ଷତିଗ୍ରସ୍ତଙ୍କ ଲାଗି ରିଲିଫ୍ ଓ ଥଇଥାନ ଲାଗି ରାଜ୍ୟକୁ ତୁରନ୍ତ ହଜାରେ କୋଟି ଟଙ୍କାର ମଧ୍ୟବର୍ତ୍ତିକାଳୀନ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟାରେ ୫୭ ହଜାର୧୩୧ ଘର ଭାଙ୍ଗି ଥିବାରୁ ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ୫୭ ହଜାର ୧୩୧ ଘର ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦେବାକୁ ବି ସେ ଅନୁରୋଧ କରିଛନ୍ତି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଭାବିତ ଅଞ୍ଚଳରେ […]

  • Saturday, 03 July 2021