୩୫ ବର୍ଷ ପରେ ଫେରିଲା ପ୍ରେମ। ଯୁଆନ୍ କାଳରେ ଘରେ ଅଲଗା ଜାଗାରେ ବାହା କରିଦେଇଥିଲେ....କିନ୍ତୁ ୩୫ ବର୍ଷ ପରେ ପ୍ରେମିକ ପାଖକୁ ଧାଇଁ ଆସିଲା ପ୍ରେମିକା....ଦେଖନ୍ତୁ ଏହି ନିଆରା ପ୍ରେମ କାହାଣୀ
ଛାନିଆ କରିପକାଇଲାଣି ଓମିକ୍ରନ ଭୂତାଣୁ: ମହାମାରୀ କାୟା ବିସ୍ତାର କରିବା ପୂର୍ବରୁ ପରିବାରର ୩ ଜଣଙ୍କୁ ମାରିଦେଲେ ଡାକ୍ତର। ଏବେ ନିଜେ ବି ମାନସିକ ଭାରସ୍ୟାମ ହରାଇ ହୋଇଯାଇଛନ୍ତି ଫେରାର୍....ଧରିବା ପାଇଁ ଖୋଜୁଛି ପୋଲିସ୍
ଏହି ଷ୍ଟେସନ୍ରେ ବୁଲୁଛି ଭୂତ? ସନ୍ଧ୍ୟା ହେଲାମାତ୍ରେ ରହୁନାହାନ୍ତି କୌଣସି ରେଲୱେ କର୍ମଚାରୀ। ଭୂତ ଦେଖି ପ୍ରାଣ ହରାଇଥିଲେ ଷ୍ଟେସନ ମାଷ୍ଟର, ଆଉ ଏଠି ପହଞ୍ଚିବା ପରେ ସ୍ପିଡ଼୍ ଅଧିକ କରୁଛି ଟ୍ରେନ....ଦେଖନ୍ତୁ ଏହି ଭିଡ଼ିଓ
ଏ ବର୍ଷା ତୁ କଣ କଲୁ ? ଉଜାଡ଼ିଲା, ଭସାଇଲା ଓ ବର୍ବାଦ କଲା । ବାତ୍ୟା ସିନା ଆସିଲାନି କିନ୍ତୁ ସବୁ ଛାରଖାର କରିଦେଲା ।
୨ ଦିନ ହେଲାଣି ଭିଜୁଛି ସାରା ଓଡ଼ିଶା । କେଉଁଠି ଧାନ ଭାସିଲା ତ ଆଉ କେଉଁଠି ରାସ୍ତା ଉପରେ ଚାଲିଲା ପାଣି । ଘରୁ ବାହରକୁ ଆସିଲେ ନାହିଁ ଲୋକେ ।
ଇଞ୍ଜିନିୟରିଂରୁ ମନ ଛାଡ଼ିଗଲାଣି । ଚାହିଦା ବି କମିଲାଣି । ଚିନ୍ତାରେ ଇଞ୍ଜିନିୟରିଂ ସାରିଥିବା ଛାତ୍ର । ଚାକିରି ମିଳୁନି ବୋଲି କଲେଜରେ ସିଟ୍ ଖାଲି ବି ପଡ଼ୁଛି । କଲେଜ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ଭାରି ସାଙ୍ଘାତିକ ଏ କରୋନା !! ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି, ଦ୍ରୁତ ଗତିରେ ବଢ଼ି ଚାଲିଛି ଓମିକ୍ରନ୍ ।
ଦିନ ହୋଇଗଲା ରାତି, ଚାହୁଁ ଚାହୁଁ ମାଡ଼ି ଆସିଲା ଲାଭା । ଜୀବନ ବଂଚାଇବା ପାଇଁ ଦୌଡ଼ୁଥିଲେ ଲୋକେ ଆଉ ଜୀବନ ନେବା ପାଇଁ ସତେ ଯେମିତି ଗୋଡ଼ାଉଥିଲା ଯମ ।
ଉଚ୍ଚତା ଦୁଇରୁ ତିନି ଫୁଟ ହେଲେ ଚଲାଉଛନ୍ତି କାର। ଆଉ ସରକାଙ୍କଠାରୁ ପାଇଛନ୍ତି ଡ୍ରାଇଭିଙ୍ଗ୍ ଲାଇସେନ୍ସ। କିଛି ଏମିତି ରୋମାଞ୍ଚକର ଥିଲା ତାଙ୍କ ଯାତ୍ରା
ଇଂଞ୍ଜିନିୟରିଂ ଛାତ୍ରଙ୍କ କମାଲ। ତିଆରି କଲେ ପାଞ୍ଚ ସିଟ୍ ବିଶିଷ୍ଟ ଜିପ୍। ଥରେ ଚାର୍ଯ୍ୟକଲେ ଯାଉଛି ଶହେ ପଞ୍ଚାଶି କିଲୋମିଟର।
ଇଚ୍ଛା ଶକ୍ତିଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଯାତ୍ରା ସଫଳ ହୁଏ। ଭାରତ ପକ୍ ସୀମା ନିକଟବର୍ତ୍ତୀ ଗାଁରୁ ଆସିଥିବା ଯୁବତୀ ଆଜି ବଲିଉଡରେ କମାଉଛନ୍ତି ନିଜ ନାଁ।
କେଇଟା ଟଙ୍କା ପାଇଁ ଏଠି କାଙ୍ଗାଳ। ବଂଚି ଥାଉଥାଉ ଲୋକଙ୍କୁ ମାରି ତାଙ୍କ ନାଁରେ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ଉଠାଇ ନେଉଛନ୍ତି। ଏମିତି ଅଭିଯୋଗ ପଦାକୁ ଆସିବା ପରେ...
ଆପଣ ଅନେକ ଖାଇବା ଦେବା ଲୋକ ଦେଖିଥିବେ। ହେଲେ ଏଭଳି ବିରଳ ଦାନୀଙ୍କୁ କେବେହେଲେ ଦେଖିନଥିବେ। ଗୋଟିଏ ନୁହେଁ, ଦୁଇଟା ଲେଖାଁଏ ଲଡୁ ବାଣ୍ଟୁଛନ୍ତି ଏ ବ୍ୟକ୍ତି ଜଣକ..
ଘରେ ଆପଣ ବିଭିନ୍ନ ରକମର ଖାଇବା ପ୍ରସ୍ତୁତ କରି ଖାଉଥିବେ। ଆଉ ରବିବାରେ ଟିକେ ଅଲଗା ତିଆରି କରିଥାନ୍ତି। ଆଜି ଆମେ ଆପଣଙ୍କୁ ଦେଖାଉଛି ଏମିତି ଏକ ଆଇଟମ୍ ଯାହାକୁ ଖାଇଲେ ଭୋକ ମେଣ୍ଟିବା ସହ ପାଟି ବାରମ୍ୱାର କହିବ ଖାଇବାକୁ...
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍କୁଲକୁ ସ୍ମାର୍ଟ କରୁଛନ୍ତି। କିନ୍ତୁ ଏପଟେ ସାଧାରଣ ସ୍କୁଲରେ ଘର ନାହିଁ କି ଶିକ୍ଷକ ନାହାଁନ୍ତି। ପିଲାଏ ବାରଣ୍ଡାରେ ଦରି ପାଲ ପକେଇ ତଳେ ବସି ପଢୁଛନ୍ତି। ଘର ନଥିବାରୁ ଯେଉଁ ଚେୟାର ଟେବୁଲ୍ ସରକାର ଦେଇଥିଲେ ତାହା ମଧ୍ୟ ବ୍ୟବହାର ହୋଇନପାରି ଖତ ଖାଉଛି।
୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି। ଏହି ସଫଳତା ପାଇଁ ଏବେ ଚର୍ଚ୍ଚାରେ ଢେଙ୍କାନାଳର ୧୬ ବର୍ଷୀୟ ବାଳକ ସିଦ୍ଧାର୍ଥ। ପେଟ୍ରୋଲ ଓ ଡିଜେଲ ମହଙ୍ଗା ଯୁଗରେ ସିଦ୍ଧାର୍ଥଙ୍କର ଏହି ସାଇକେଲ ସାଧାରଣ ଲୋକଙ୍କ ପାଇଁ ସହାୟକ ହୋଇଛି।
୨୦୨୨ ମସିହାରେ ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଟଙ୍କା ରଖିବାଠାରୁ ଆରମ୍ଭ କରି ଟଙ୍କା ଉଠାଣ ନିୟମ ବଦଳିବାକୁ ବସିଛି। ଆଉ କେଇଟା ଦିନ ପରେ ଏଟିଏମରୁ ଟଙ୍କା ଉଠାଇବା ବେଳେ ଲାଗୁ ହେବ ଏହି ନିୟମ...
ଭାରତରେ ଜନ୍ମିତ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ଆପଣ ଜାଣନ୍ତି କି? ତାଙ୍କୁ ବର୍ଷକୁ ବଡ ପ୍ୟାକେଜ ଟ୍ୱିଟର କଂପାନୀ। କୋଟି କୋଟି ଟଙ୍କା ଦରମା ସହ ପାଉଛନ୍ତି ଏସବୁ ସୁବିଧା। ଯାହାକୁ ଶୁଣିଲେ, ଉଡ଼ିଯିବ ଆପଣଙ୍କ ହୋସ୍...
ସୌମ୍ୟଙ୍କ ମନ୍ତବ୍ୟକୁ ନେଇ ରାଜନୀତିରେ ସୃଷ୍ଟି ହୁଏ ଝଡ଼। କେତେବେଳେ ନବୀନ ବାବୁଙ୍କୁ ତେରଚ୍ଛା ବାଣ ମାରି ଟାର୍ଟେଟ୍ କରନ୍ତି ତ ପୁଣି କେତେବେଳେ ଶାସକ ଦଳର ଗୁଣଗାନ କରନ୍ତି। ଆଉ କେତେବେଳେ ପୁଣି ମିଡ଼ିଆ ସାମ୍ନାରେ ମନଖୋଲା ବକ୍ତବ୍ୟ ରଖନ୍ତି...ତେବେ ଦେଖନ୍ତୁ ଆଜି କେଉଁଥି ପାଇଁ ସୌମ୍ୟଙ୍କୁ ନେଇ ପୁଣି ଥରେ ହେଉଛି ଚର୍ଚ୍ଚା
ଗରିବ ଘରର ଝିଅଟିଏ। ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର। କିନ୍ତୁ ସେଥିରେ ତାଙ୍କ ମନ ମାନିଲାନି। ତେଣୁ ସେ ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ, ଆଉ ନିଜର ଦମ୍ ଦେଖାଇଲେ। ୫୩% ନମ୍ବରକୁ ରୂପାନ୍ତରିତ କରି ସେ କରିଦେଲେ ୯୧% ନମ୍ବରରେ। ହେଲେ ଦୁଃଖର ବିଷୟ ହେଲା, ଏହି ମେଧାବୀ ଝିଅଟି ଅର୍ଥାଭାବରୁ ଆଉ ପାଠ ପଢ଼ିନପାରି ଏବେ ଟିଉସନ୍ କରି ଘରକୁ ସାହାଯ୍ୟ କରୁଛନ୍ତି।
ପୁରୁଣା ୧ ଟଙ୍କିଆ ନୋଟ୍ ଦେଲେ ଆପଣଙ୍କୁ ମିଳିବ ୭ ଲକ୍ଷ ଟଙ୍କା। ଯଦି ଆପଣଙ୍କ ପାଖରେ ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଦସ୍ତଖତ ଥିବା ନୋଟ୍ ରହିଛି, ତେବେ ଆପଣ ବି ହେବେ ଲକ୍ଷପତି....ଜାଣନ୍ତୁ ପୂରା ତଥ୍ୟ
ବତ୍ୟା ଆସିବନି ସତ ! ହେଲେ ପ୍ରଭାବ କିନ୍ତୁ ପଡ଼ିଲା, ଚାଷୀକୂଳ ଚିନ୍ତାରେ
ସ୍ୱାଭାବିକ ହେଉନି ବିଧାନସଭା : ନିଜ ଜିଦ୍ରେ ଅଟଳ ବିରୋଧୀ....ଆଜି କଂଗ୍ରେସ ଛିଞ୍ଚିଲା ଗୋବର ଓ ଗଙ୍ଗା ପାଣି
ଦେଶକୁ ଉଠାଇବ ଓ ପକାଇବ ଓମିକ୍ରନ : ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଛି ସଂକ୍ରମଣ....
ସାବାଡ୍ ହେବେ ଆତଙ୍କୀ, ଥରକେ ହେବ ୬୦୦ ରାଉଣ୍ଡ ଗୁଳିମାଡ଼....