ଭଡ଼ା ଘରେ ସାତ ଦିନ ରହିବେ ସୁମୀତ ଓ ତପସ୍ୱିନୀ : ଏକାଠି ରହିବେ, କାହାକୁ ଭେଟିବେ ନାହିଁ ଦମ୍ପତି
୭ ଦିନିଆ ଓଡ଼ିଶା ଗସ୍ତରେ କୁମାର ପ୍ରଶାନ୍ତ: ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେବେ ଯୋଗ…
ବାତ୍ୟା ଉଜାଡ଼ି ଦେବ କି ଫସଲ? ଏତେ ପରିଶ୍ରମ କଲେ କିନ୍ତୁ ଅମଳ ବେଳକୁ ମାଡ଼ି ଆସିଲା ବାତ୍ୟା
ଗଭୀର ଅବପାତର ରୂପ ନେବ ବାତ୍ୟା : କାଲି ଅପରାହ୍ନରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ବାତ୍ୟା
ବାତ୍ୟା ପାଇଁ ୧୭ ଜିଲ୍ଲାକୁ ସତର୍କ କରାଇଲେ SRC : ୨୨୫ ଏନଡ଼ିଆରଏଫ୍ ମୁତୟନ ପାଇଁ ନିର୍ଦ୍ଦେଶ, କଚ୍ଚାଘର ଲୋକଙ୍କୁ କରାଯିବ ସ୍ଥାନାନ୍ତର
ଦେବ ଦୀପାବଳି ପାଇଁ ପୁରୀରେ ବ୍ୟାପକ ଆୟୋଜନ । ଦେବ ଦୀପାବଳିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପରମ୍ପରା ରହିଛି । ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ୧ ଲକ୍ଷ ଦୀପ ଜଳାଯିବ ।
ଏମିତିକା ପୋଲ ଆପଣ କେବେ ହେଲେ ଦେଖିନଥିବେ। ମାତ୍ର ୫୦ ମିଟରର ଏହି ବ୍ରିଜ ପାଇଁ ଖର୍ଚ୍ଚ ହୋଇଛି ୪୦ ଲକ୍ଷ ଟଙ୍କା। ହେଲେ ଏହି ଛୋଟିଆ ପୋଲ ଖୋଲି ଦେଇଛି ସମସ୍ତଙ୍କ ପୋଲ୍...
ବାହାଘର ପାଇଁ ଛପାଯାଇଥିଲା ନିମନ୍ତ୍ରଣ କାର୍ଡ଼। କିନ୍ତୁ କାର୍ଡ଼ ଖୋଲିଲା ବେଳକୁ ଲେଖାଯାଇଥିଲା ଭାରତୀୟ ଆଇନ। ଆଉ ତା’ପରେ...
ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଏ ଲୋକଟି। ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଯୋକ ଯାହାକୁ ଦେଖିଲେ ଖାଉଛନ୍ତି। ଆଉ ପାଣିରୁ ଯୋକ ଆଣି ତାହାର ରକ୍ତ ପିଉଛନ୍ତି। ଏମିତି ନିଆରା ବିଷୟରେ ଜାଣନ୍ତୁ ଆହୁରି ଅନେକ କଥା...
କାଶ୍ମୀରରେ ବଦଳୁଛି ସମୟ । କୋଭିଡ୍ କଟକଣା ସତ୍ତ୍ୱେ କାଶ୍ମୀରକୁ ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଡାଲ ହ୍ରଦ ଆଉ ମୋଗଲ ଗାର୍ଡେନ ।
କାହାର ଗୋଡ-ହାତ ଅକାମୀ ତ ଆଉ କିଏ ଜନ୍ମରୁ ଅକ୍ଷମ । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।
ବାତ୍ୟା ପାଇଁ ଛୁଟି ବାତିଲ : ସଜାଗ ରହିବାକୁ ଦିଆଗଲା ନିର୍ଦ୍ଦେଶ…ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏନେଇ ପ୍ରସ୍ତୁତି କରିଛି । ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି ।
ଆଜି ୨୦୨୧ ମସିହା ଡିସେମ୍ବର ୩ ତାରିଖ,ଶୁକ୍ରବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
ଗୃହରେ ବିରୋଧୀ, ବାହାରେ ଶାସକ କଲେ ପ୍ରତିବାଦ । ବିଜେପି ଦେଖାଇଲା କଳାଗାମୁଛା । ବାଚସ୍ପତିଙ୍କୁ ଟାର୍ଗେଟ୍ କଲା ବିଜେପି ।
ହୀରାକୁଦରେ ତିଆରି ହେବ ସୌର ବିଦ୍ୟୁତ ପ୍ରକଳ୍ପ । ଚାଲିଛି ସର୍ଭେ କାମ, ଏଇ ଦିନଠୁ ଆରମ୍ଭ ହେବ କାମ ।
ଲୋକସେବା ଭବନକୁ କାହିଁକି ସାମ୍ବାଦିକଙ୍କୁ ମନା ? ଯୋଦ୍ଧା ଘୋଷଣା କଲେ କିନ୍ତୁ ଯୁଦ୍ଧ ଭଳି ସ୍ପିଡ୍ରେ ନ୍ୟୁଜ ସଂଗ୍ରହ କରିବାକୁ ସୁଯୋଗ ଦେଉନାହାନ୍ତି ସରକାର । ଜାଣନ୍ତୁ କଣ ରହିଛି କାରଣ ?
ଟେନ୍ସନ୍ ଦେଲାଣି ଓମିକ୍ରନ । ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ । ଚାଲିଛି କଂଟାକ୍ଟ ଟ୍ରେସିଂ ।
ମମିତା ହତ୍ୟା ମାମଲାରେ ନ୍ୟାୟ ମାଗୁଛି ସାରା ରାଜ୍ୟ । ହେଲେ ରାଦ୍ୟ ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇ ଏମିତି କହି…
କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ଭାରତରୁ ୨ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା । ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ।
ଆଜି ପ୍ରଧାନମନ୍ତ୍ରୀ ବାତ୍ୟା ସମୀକ୍ଷା ବୈଠକ କରିଥିଲେ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ବୈଠକରେ ସାମଲି ରହିଥିଲେ । ବାତ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଣ ସବୁ ଆଲୋଚନା ହୋଇଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ।
ସମ୍ଭାବ୍ୟ ବାତ୍ୟା ଖବର ଆସୁ ଆସୁ ପରିବା ଦର ଆକାଶଛୁଆଁ.. ଲୋକେ ଭୟଭୀତ ହୋଇ ପରିବା କିଣିବାକୁ ଭିଡ଼ ଜମେଇଛନ୍ତି..ଏଣୁ ବ୍ୟବସାୟୀ ବେଲଗାମ ଦର ଲଗାଇ ଲାଭ ପାଉଛନ୍ତି..
ଆଜି ୨୦୨୧ ମସିହା ଡିସେମ୍ବର ତା ୨ରିଖ ରିଖ ଗୁରୁବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି। ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର।
ଲକ୍ଷ୍ୟ ଯଦି ସକାରାତ୍ମକ ଆଉ ଇଚ୍ଛାଶକ୍ତି ଯଦି ଦୃଢ.. ତେବେ ସବୁକିଛି ସମ୍ଭବ.. ଭଦ୍ରକର ନୟନାନନ୍ଦ ମହାନ୍ତି ଆଉ କଟକ ନିଆଲିର ସଂଗ୍ରାମଜିତ୍ ହାତୀ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ.. ଉଭୟଙ୍କ କାହାଣୀ ଆପଣଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ..