ନିଜ ଚେହେରାରେ ଚମକ ଆଣିବା ନେଇ ଲୋକେ ପାର୍ଲର ଯାଆନ୍ତି, ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି। ଏନେଇ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। ବିନା ଟଙ୍କା ଖର୍ଚ୍ଚରେ ମଧ୍ୟ ଏହି ଫାଇଦା ମିଳିପାରିବ। ଜାଣନ୍ତୁ କେମିତି?