ଏହି ଅଟୋ ଡ୍ରାଇଭରଙ୍କ ସଚ୍ଚୋଟପଣିଆକୁ ସତରେ ଶହେ ସଲାମ୍। ତାଙ୍କ ଅଟୋରେ ଯାତ୍ରୀ ଛାଡ଼ି ଦେଇ ପଳେଇଥିବା ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ସେ ଫେରାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଅଟୋ ଟ୍ରାଇଭରଙ୍କ ଏହି ସଚ୍ଚୋଟପଣିଆ, ପୁରୀ ପ୍ରତି ବାହାରୁ ଆସୁଥିବା ଲୋକଙ୍କ ମନରେ ଏକ ଭଲ ଭାବନା ସୃଷ୍ଟି ହୋଇଛି।
ଜଳେଶ୍ୱରରୁ ବିପୁଳ ଗଞ୍ଜେଇ ଓ ଧଳା ଜହର ଜବତ କରାଯାଇଛି.. ସୁଗୋ ଅଞ୍ଚଳରେ ଅବକାରୀ ଓ ପୋଲିସ ଚଢାଉ କରି ୧ ମହିଳାଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି.. ଏମାନଙ୍କ ନିକଟରୁ ୩ ବୁରା ଗଞ୍ଜେଇ, ୫୦ ଲିଟର ବିଦେଶୀ ମଦ ସହ ଆନୁମାନିକ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କରାଯାଇଛି..
ବୁଢା ବୟସରେ ଟଙ୍କା ପାଇଁ ହଇରାଣ କରୁଥିଲା କୁଳାଙ୍ଗାର ପୁଅ। ଶେଷରେ ଜିଲ୍ଲାପାଳଙ୍କ ନାଁରେ ୨ କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବାପା। ଆଉ ତା’ପରେ...
ୟା ଭିତରେ ଭାବିଲୁ ବ୍ରାଉନ୍ ସୁଗାର ଅଛି, ହେଲେ ଯାହା ଅଛି ସେ ବ୍ରାଉନ୍ ସୁଗାର ଠୁବି ମାରାତ୍ମକ। ବିଷଧର ସାପର ଜହର ହେଉଥିଲା ଚାଲାଣ।