• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Worth

Puri Auto Driver Returns Bag With Jewellery Worth Over Rs 1 Lakh
ଅଟୋ ଡ୍ରାଇଭରଙ୍କ ସଚ୍ଚୋଟପଣିଆ, ଯାତ୍ରୀଙ୍କୁ ଫେରାଇଲେ ଛାଡ଼ି ଯାଇଥିବା ସୁନାଗହଣା

ଏହି ଅଟୋ ଡ୍ରାଇଭରଙ୍କ ସଚ୍ଚୋଟପଣିଆକୁ ସତରେ ଶହେ ସଲାମ୍। ତାଙ୍କ ଅଟୋରେ ଯାତ୍ରୀ ଛାଡ଼ି ଦେଇ ପଳେଇଥିବା ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ସେ ଫେରାଇ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଅଟୋ ଟ୍ରାଇଭରଙ୍କ ଏହି ସଚ୍ଚୋଟପଣିଆ, ପୁରୀ ପ୍ରତି ବାହାରୁ ଆସୁଥିବା ଲୋକଙ୍କ ମନରେ ଏକ ଭଲ ଭାବନା ସୃଷ୍ଟି ହୋଇଛି।

Brown Sugar Worth Rs 10 Lakh, Ganja Seized From Balasore; 3 Arrested
ଧଳା ଜହର ଓ ଗଞ୍ଜେଇ ରାକେଟ୍ ପଛରେ ମହିଳା!

ଜଳେଶ୍ୱରରୁ ବିପୁଳ ଗଞ୍ଜେଇ ଓ ଧଳା ଜହର ଜବତ କରାଯାଇଛି.. ସୁଗୋ ଅଞ୍ଚଳରେ ଅବକାରୀ ଓ ପୋଲିସ ଚଢାଉ କରି ୧ ମହିଳାଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି.. ଏମାନଙ୍କ ନିକଟରୁ ୩ ବୁରା ଗଞ୍ଜେଇ, ୫୦ ଲିଟର ବିଦେଶୀ ମଦ ସହ ଆନୁମାନିକ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କରାଯାଇଛି..

Angry Over Son, Father Gives His Property Worth Rs 3 Crore To District Magistrate
ଟଙ୍କା ପାଇଁ ନାଟ କଲା ପୁଅ, ଜିଲ୍ଲାପାଳଙ୍କୁ ୨ କୋଟି ଟଙ୍କାର ସମ୍ପତ୍ତି ଦେଇଦେଲେ ବାପା...

ବୁଢା ବୟସରେ ଟଙ୍କା ପାଇଁ ହଇରାଣ କରୁଥିଲା କୁଳାଙ୍ଗାର ପୁଅ। ଶେଷରେ ଜିଲ୍ଲାପାଳଙ୍କ ନାଁରେ ୨ କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବାପା। ଆଉ ତା’ପରେ...

Snake Venom Worth Rs 1.5 Crores Seized In Deogarh
ଫରୁଆ ଭିତରେ ସାପ ଜହର ବେପାର

ୟା ଭିତରେ ଭାବିଲୁ ବ୍ରାଉନ୍ ସୁଗାର ଅଛି, ହେଲେ ଯାହା ଅଛି ସେ ବ୍ରାଉନ୍ ସୁଗାର ଠୁବି ମାରାତ୍ମକ। ବିଷଧର ସାପର ଜହର ହେଉଥିଲା ଚାଲାଣ।