• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tmc Vs Bjp

politics
Mamata's Political Stunt: ବିଳିବିଳେଇଲେଣି ମମତା ବାନାର୍ଜୀ, ଦୀଘା ମନ୍ଦିରକୁ କରୁଛନ୍ତି ମୋହରା, ଜଗନ୍ନାଥପ୍ରେମୀଙ୍କ ବିରୋଧ

ପଶ୍ଚିମବଙ୍ଗର ୩୪୧ ବ୍ଲକର ପ୍ରତି ଘରେ ଘରେ ଯେମିତି ଏ ପ୍ରସାଦ ପହଞ୍ଚିବ, ସେଥିପାଇଁ ସରକାରୀ ଭାବେ ରାସନ୍ ଡିଲରଙ୍କୁ ଏ ଦାୟିତ୍ବ ମିଳିଛି। ସେମାନେ ଲୋକଙ୍କ ଦୁଆର ଦୁଆର ବୁଲି ଖୁଆରୁ ପ୍ରସ୍ତୁତ ପେଡ଼ା, ଗଜା ଓ ଦୀଘା ଜଗନ୍ନାଥ ମନ୍ଦିରର ଏକ ଫଟୋ ଦେଉଛନ୍ତି। ରାଜ୍ୟର ପ୍ରତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କର ତରଫରୁ ଏହାକୁ ଭେଟି ବୋଲି ଜଣାଇ ଦିଆଯାଉଛି।

ୟୁସୁଫ ପଠାନଙ୍କୁ କଡ଼ା ଜବାବ ।
Suresh Pujari slams Yusuf Pathan: ୟୁସୁଫଙ୍କ ଚିଠିକୁ ନେଇ ତେଜିଲା ରାଜନୀତି, ସୁରେଶ ପୂଜାରୀ କହିଲେ...

ୟୁସୁଫ ପଠାନଙ୍କ ଚିଠି ପରେ ଦୃଢ ଜବାବ ରଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ନିଜ ସଂସଦୀୟ କ୍ଷେତ୍ର ମୁର୍ଶିଦାବାଦ, ବରହମପୁର ଏବଂ ଅନ୍ୟ ଜିଲ୍ଲାରୁ ଓଡ଼ିଶା ଆସୁଥିବା ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ୟୁସୁଫ।

West Bengal Election Violence
ପଶ୍ଚିମବଙ୍ଗ ନିର୍ବାଚନ: ଗଲାଣୀ ୧୩ ଜଣଙ୍କ ଜୀବନ, ଭାଇରାଲ ହେଉଛି ହିଂସାକାଣ୍ଡର ଭିଡିଓ...

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି।