ବିରୋଧର ସମ୍ମୁଖୀନ ହେବାରୁ ମହିଳାଙ୍କ ଗୋଡ଼ ତଳେ ପଡ଼ିଗଲେ ମନ୍ତ୍ରୀ । ଅଭିଯୋଗ ଶୁଣାଇବା ପୂର୍ବରୁ ପ୍ରଥମେ ମୋତେ ମାଡ଼ ମାର ମା ବୋଲି କହିଥିଲେ ।