• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Permanent Residence

Pakistan offers Permanent Residence
ଧନୀଙ୍କ ପାଇଁ ପାକିସ୍ତାନର ନୂଆ ଅଫର୍: ଆସ ଏଠାରେ ଜାଗା କିଣ

ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ରସାତଳଗାମୀ ହେଉଥିବା ବେଳେ, ଏଥିରୁ ମୁକୁଳିବାକୁ ଇମ୍ରାନ୍ ଖାନ୍ ସରକାର ନୂଆ ଫର୍ମୁଲା ଆପଣାଇଛନ୍ତି । ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବାକୁ ବିଦେଶୀ ଧନୀଙ୍କୁ ସ୍ଥାୟୀ ନିବାସର ଲୋଭ ଦେଖାଇଛନ୍ତି । ବିଶେଷ କରି ଆଫଗାନିସ୍ତାନ ଓ ଚୀନ୍ ନାଗରିକ ଏବଂ ଆମେରିକା ଓ କାନାଡ଼ାରେ ରହୁଥିବା ଶିଖ୍‌ଙ୍କ ପାଇଁ ଏହି ଯୋଜନା ଲାଗୁ କରାଯାଇଛି ।