ଓଡ଼ିଆର ପ୍ରାଣ, ଗରିବର ଧନ ଓ ଖଟିଖିଆଙ୍କ ଜୀବନ-ପଖାଳ କଂସା । ଶାଗ ଭଜା କି ମାଛ ଭଜା ଥିଲେ ତ ସ୍ୱର୍ଗୀୟ ଭୋଜନ ଭଳି କଥା । ଓଡ଼ିଶାବାସୀ ଯେ ପଖାଳକୁ କେତେ ପସନ୍ଦ କରନ୍ତି, ପ୍ରତି ବର୍ଷ ଭଳି ଆଜି ମଧ୍ୟ ଉତ୍ସାହ ଓ ଉଦ୍ଦୀପନାର ସହ ପଖାଳ ଦିବସ ପାଳି, ତାହା ଜଣାଇ ଦେଇଛନ୍ତି ସାରା ଦୁନିଆକୁ । ଗରିବର କୁଡ଼ିଆଠୁ ନେତା ଓ ଧନୀଙ୍କ ଡାଇନିଂ ଟେବୁଲ ଯାଏଁ, ଆଜି ସବୁଠି ଥିଲା ପଖାଳର ରାଜ୍ ।
Published: Satyendu Shekher Mishra
Last updated: 20 March 2022, 08:31 PM IST
ବର୍ତ୍ତମାନ, ଆତ୍ମ ପ୍ରେମ ଗିରି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି। ତାଙ୍କର ଶରୀର ଓ ମୁହଁର ସ୍ୱତନ୍ତ୍ର ଚମକ ତାଙ୍କୁ ମେଳାରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି। ସେ ଘଣ୍ଟା ଘଣ୍ଟା ବ୍ୟାୟାମ କରିବାକୁ ଭଲ ପାଆନ୍ତି, ଯାହା ତାଙ୍କର ଆକର୍ଷଣୀୟ ଲୁକ୍ ର ରାଜ୍।