ଯାଇଥିଲେ ଗଂଜେଇ ଧରିବାକୁ ହେଲେ ପାଇଗଲେ ମାଳ ମାଳ ରୂପା ଇଟା । ଖାଲି ରୂପା ଇଟା ନୁହଁ, ବିପୁଳ ଅଳଙ୍କାର ସହ ମିଳିଛି ଲକ୍ଷ ଲକ୍ଷ ଟଙ୍କା । ଯାହାକୁ ଦେଖି ତାଜୁବ୍ ଅବକାରୀ ଅଧିକାରୀ । ଗଂଜେଇ ଚାଲାଣ ଖବର ପାଇ କଟକ ଟାଙ୍ଗି ଟୋଲ୍ ଗେଟ୍ରେ ଚେକିଂ ବେଳେ ହାତରେ ଲାଗିଛି ଏସବୁ ସାମଗ୍ରୀ ।