ଘଣ୍ଟା ପରେ ଘଣ୍ଟା ବିତୁଛି । ଦିନ ପରେ ଦିନ ବିତୁଛି । ଉଦ୍ଧାର କାର୍ଯ୍ୟ ଯେତେ ଆଗକୁ ବଢ଼ୁଛି, ପଥର ଓ ମାଟି କାଦୁଅ ଭିତରୁ ମିଳୁଛି ଗୋଟିକ ପରେ ଗୋଟିଏ ଶରୀର ।