ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିବା ପରେ ବର୍ତ୍ତମାନ ‘ମର୍ଡର’ ଗାର୍ଲ ଦୀର୍ଘ ସମୟ ପରେ ମଲ୍ଲିକା ଫିଲ୍ମ 'ବିକି ବିଦ୍ୟା କା ୱୋ ବାଲା ଭିଡିଓ'ରେ ନଜର ଆସିବେ। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ତାଙ୍କ ଜୀବନ ସହ ଜଡିତ ଏକ ବଡ ଖୁଲାସା କରିଛନ୍ତି।
ମର୍ଡର ଷ୍ଟାର୍ ମଲ୍ଲିକା ଶେରାୱତ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ। ଏବେ ସୋସିଆଲ୍ ମିଡିଆରେ ଏକ ରିଲ୍ ଶେୟାର କରିଛନ୍ତି ଏବଂ ସେ କିପରି ସବୁଦିନ ପାଇଁ 'ସେକ୍ସି' ଦେଖାଯାଉଛନ୍ତି, ତା’ର ରହସ୍ୟ ଖୋଲିଛନ୍ତି।
ମଲ୍ଲିକା ଶେରାୱତ୍ ନିଜ ଫିଟ୍ନେସ୍କୁ ନେଇ ସବୁବେଳେ ଚିନ୍ତିତ ଥାଆନ୍ତି। ଏନେଇ ସେ ନିୟମିତ ଯୋଗ କରନ୍ତି ଓ ଡାଏଟ୍କୁ ମଧ୍ୟ ଜଗନ୍ତି। ଏବେ ତାଙ୍କର ଏକ ଯୋଗ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଜାଣନ୍ତୁ କାହିଁକି…