• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kashi Vishwanath Corridor

Laser Show
ଆଖି ଲାଖିଲା ଭଲି ଲେଜର ସୋ

କାଶୀ ବିଶ୍ୱନାଥ କରିଡର୍ର ଲୋକାର୍ପଣ ପରେ ଭବ୍ୟ କାଶୀର ମନମୁଗ୍ଧକର ଦୃଶ୍ୟ । ଆଖି ଝଲସା ଲେଜର ସୋ ଚମକି ଉଠିଥିଲା ଗଙ୍ଗା ନଦୀ ଘାଟ । ଘାଟରେ ଜଳିଥିଲା ଲକ୍ଷାଧିକ ଦୀପ ।

kashi vishwanath corridor
”ଭାରତରେ ଯେତେ ବି ଔରଙ୍ଗଜେବ୍ ଜନ୍ମ ନେଲା, ଶିବାଜୀଙ୍କ ପରି ଯୋଦ୍ଧାଙ୍କର ମଧ୍ୟ ଉଦୟ ହେଲା’

ଆକ୍ରମଣକାରୀମାନେ ଅତୀତରେ ଏହି ସହର ଉପରେ ଆକ୍ରମଣ କରିଛନ୍ତି । ସହରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି । ଔରଙ୍ଗଜେବଙ୍କ ଅତ୍ୟାଚାର ଏବଂ ଆତଙ୍କର ଇତିହାସ ଏହାର ମୂକ ସାକ୍ଷୀ । ଭାରତୀୟ ସଂସ୍କୃତିକୁ ଦମନ କରିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ଏହି ଦେଶର ମାଟି ବିଶ୍ୱର ଅନ୍ୟମାନଙ୍କ ଠାରୁ ଭିନ୍ନ ।