AIIMSରେ ଜୁନିୟର ଲେଭଲ୍ ପୋଷ୍ଟ୍ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି। ଏହା ଅଧୀନରେ ଲୋୟର ଡିଭିଜନ୍ କ୍ଲର୍କ, ଷ୍ଟେନୋଗ୍ରାଫର୍, ଟେକ୍ନିସିଆନ୍, ଲାଇବ୍ରେରିଆନ୍ ଭଳି ପଦବୀରେ ନିଯୁକ୍ତି କରାଯିବ।