ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିବା ଜମ୍ମୁ କଶ୍ମୀର କ୍ରିକେଟର ଉମ୍ରାନ ମଲିକଙ୍କ ଟ୍ରେନିଂ ଓ ଅନ୍ୟାନ୍ୟ ସୁବିଧା ପାଇଁ ବନ୍ଦୋବସ୍ତ କରିବେ ଜମ୍ମୁ କଶ୍ମୀର ସରକାର ।