ଏବେ ଋଣ ନେବା ହେବ ମହଙ୍ଗା। ରିଜର୍ଭ ବ୍ୟାଙ୍କ ବଢାଇଲା ରେପୋ ରେଟ୍ ।
ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI) ପକ୍ଷରୁ ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି। ୫ ସପ୍ତାହ ମଧ୍ୟରେ ରେପୋ ରେଟ୍ ୨ଥର ବୃଦ୍ଧି ପାଇଛି।