ରାଜ୍ୟରେ ୬ ବର୍ଷ ଭିତରେ କୃଷକଙ୍କ ମାସିକ ଆୟ ମାତ୍ର ୧୩୬ ଟଙ୍କା ବଢ଼ିଛି। ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟର ଚାଷୀର ମାସିକ ଆୟ ୧୩୬ ଟଙ୍କା ବଢ଼ିଛି।