ମୋଲଟେନ୍ ମେଟାଲ ନାଁରେ କରାଯାଇଥିବା ସୁନା ଚୋରାଚାଲାଣ ବିରୋଧୀ ଅପରେସନ ବେଳେ DRIକୁ ବିପୁଳ ସୁନା ମିଳିଥିଲା । ସୁନାର ଏହି ଚୋରା କାରବାରରେ କିଛି ଭାରତୀୟଙ୍କ ସମେତ ଚୀନ, ତାଇଓ୍ୱାନ୍ ଓ ଦକ୍ଷିଣ କୋରିଆର ନାଗରିକ ସାମିଲ ଥିବା ସନ୍ଦେହ କରାଯାଉଛି ।