• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corruption Case

Assam Lady Singham Arrested
ଦିନେ ଭାବି ସ୍ୱାମୀଙ୍କ ହାତରେ ହାତ କଡ଼ି ପକାଇଥିଲେ ଲେଡି ସିଂଘମ, ଏବେ ନିଜ ହାତରେ ପଡ଼ିଲା ହାତ କଡ଼ି

ଠକେଇ ମାମଲାରେ ଭାବି ସ୍ୱାମୀଙ୍କୁ ଗିରଫ କରି ଚର୍ଚ୍ଚାରେ ଥିବା ଆସାମର ଲେଡି ସିଂଘମ (Assam Lady Singham) ଶେଷରେ ନିଜେ ଦୁର୍ନୀତି ଜାଲରେ ଛନ୍ଦି ହୋଇ ଯାଇଛନ୍ତି। ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି।