ନୂଆଦିଲ୍ଲୀ: ବଜାରରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ କରୋନା ଟେଷ୍ଟ କିଟ୍-କୋଭିସେଲଫ୍। କିଟ୍ ପ୍ରସ୍ତୁତକାରୀ ସଂସ୍ଥା MY LAB ଗତକାଲି ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି। ICMRର ଅନୁମତି ମିଳିବା ପରେ ଏହାର ବଜାରରେ ପ୍ରବେଶ ନେଇ ସୂଚନା ମିଳିଥିଲା।…